News from Sambalpur Odisha
ଲରପଙ୍କରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ସମ୍ବଲପୁର:ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲରପଙ୍କ ତରଫରୁ ଆଜି ମହମଦପୁର ଗ୍ରାମ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ...
ଜିଲ୍ଲା ରେଡକ୍ରସ୍ ପକ୍ଷରୁ ଫୁଲଝରଣରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ:ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା ଓ ସୂଚନାକୁ ଗୁରୁତ୍ବ
ସମ୍ବଲପୁର:ବିଶ୍ୱବ୍ୟାପୀ ଶାନ୍ତି,ନିରାପତ୍ତା ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରାଯାଇ ଜନସ୍ୱାସ୍ଥ୍ୟ ଭଳି ‘ମୋ ସ୍ୱାସ୍ଥ୍ୟ,ମୋ ଅଧିକାର’କୁ ପ୍ରତିଟି ସ୍ତରରେ ଗୁରୁତ୍ୱ ଦେବାକୁ...
ନବୀନର ବିଷୁବ ମିଳନ ଉତ୍ସବରେ ସମ୍ମାନିତ ହେବେ ୫ ପ୍ରତିଭା
ବ୍ରହ୍ମପୁର;ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ ‘ନବୀନ’ ର ୨୬ତମ ବିଷୁବମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ ୧୪...
ରେଙ୍ଗାଲି ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଙ୍କୁ ଭବ୍ୟ ସ୍ଵାଗତ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଗତକାଲି ବିଜେଡ଼ି...
ଟିକଟ୍ ନାହିଁ ତ ଭୋଟ ନାହିଁର ଚେତାବନି,ଝାରସୁଗୁଡା ପରି ସମ୍ବଲପୁର ହେବକି ଇଚ୍ ଇଟ୍ ?
ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ବିଜେଡିରେ ଦେଖାଦେଉଛି ଅସନ୍ତୋଷ ।ବିଭିନ୍ନ ଗୋଷ୍ଠୀ ନିଜ ପ୍ରାର୍ଥିତ୍ୱ ସପକ୍ଷରେ ମେଳି କରି ଯେଭଳି...
ଅସଲ ଓଡିଆ ଅସ୍ମିତାର ପରିଚୟ ଦେଉଛନ୍ତି ଧର୍ମେନ୍ଦ୍ର !
ସମ୍ବଲପୁର:ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ପ୍ରାନ୍ତୀୟ ସଭା ଓ ଲଘୁ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହେଲେ ସିନା...
ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସ: ପରିଶ୍ରମର ଫଳ ଶ୍ରେୟ,କଳ୍ପଦ୍ରୁମରୁ ବଟ୍ଟବୃକ୍ଷ ଆଶ୍ରୟ ଦେବ ବିଜେପି
ସମ୍ବଲପୁର: ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଆଜି ସମ୍ବଲପୁରରେ ପାଳିତ ହୋଇଛି । ଆଜିର ଦିନ ଟି...
ପଣିକିଆରେ ଭୋଟର ସଚେତନତା ସଙ୍ଗୀତକୁ ଲୋକାର୍ପିତ କଲେ ମୁଖ୍ୟ ଶାସନ ସଚିବ,ଗୀତ ଗାଇ ଦୁଇ ଭଉଣୀ ସମ୍ମାନିତ
ମାଲକାନଗିରି :ପଣକିଆରେ ଲୋକାର୍ପିତ ହେଲା ନିର୍ବାଚନ ସଚେତନତା ଗୀତ। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ...
ମିଶନଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବିଜେଡି – ବିଜେପି
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଶ୍ରୀ ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ...
ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବାର ନିଷ୍ପତି ନେଲେ
ଆଠମଲ୍ଲିକ, ଏପ୍ରିଲ ୦୫ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର...
ବିଜେଡି ସରକାରରେ ଓଡ଼ିଶା ଦୁର୍ନୀତି, ଶୋଷଣ ଏବଂ ଅତ୍ୟାଚାରର ଗନ୍ତାଘର –ବିଧାୟକ ସୁବାଷ ପାଣିଗ୍ରାହୀ
ଦେବଗଡ:ଖଜୁରି ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଦେବଗଡରେ ସାଧାରଣ ସଭାରେ ବିଜେଡି ନେତା ପ୍ରଣବ...
ଅନୁଗୋଳର ପୁରୁଣାଗଡରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର
ପୁରୁଣାଗଡ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବଳିଦାନ ଓ ଆଧ୍ୟାତ୍ମିକତା ଭୂମି ଅନୁଗୋଳ ଜିଲ୍ଲାର ପୁରୁଣାଗଡରେ ପ୍ରଭୁ ଶ୍ରୀ ମଦନମୋହନ ଜୀଉଙ୍କ...
