Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Dhamra Port Renewable Power: ଅକ୍ଷୟ ଶକ୍ତିରେ ଚାଲିବ ଧାମରା ବନ୍ଦର, ଦେଶର ପ୍ରଥମ ବଡ଼ ବେସରକାରୀ ମଲ୍ଟି-କାର୍ଗୋ ପୋର୍ଟ ହେବାର ଦାବି

ଭୁବନେଶ୍ୱର: ଓଡ଼ିଶାର ଧାମରା ବନ୍ଦର ଏହାର ସମ୍ପୂର୍ଣ୍ଣ ବିଦ୍ୟୁତ ଆବଶ୍ୟକତାକୁ ଅକ୍ଷୟ ଶକ୍ତି ଉତ୍ସରୁ ପୂରଣ କରୁଥିବା କମ୍ପାନୀ ପକ୍ଷରୁ...

Mahanadi Water Dispute: ଅକ୍ଟୋବର ୧ରେ ‘ମହାନଦୀ ଜଳ ବିବାଦ ବୈଠକ’, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଅକ୍ଟୋବର ୧ରେ କେନ୍ଦ୍ର ଗୃହମନ୍ତ୍ରୀ...

R Veeramani POCSO Case: ଆର୍‌. ଭୀରମଣିଙ୍କ ବିରୁଦ୍ଧରେ ଚାଲିଥିବା ତଦନ୍ତରେ ନୂଆ ମୋଡ଼! ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆଉ ଏକ ମାମଲା

ଚେନ୍ନାଇ: ଚେନ୍ନାଇରେ ଜେମ୍ ଗ୍ରାନାଇଟ୍ସ ଅଧ୍ୟକ୍ଷ ଆର୍‌. ଭୀରମଣିଙ୍କ ବିରୋଧରେ ଚାଲିଥିବା POCSO ମାମଲାର ତଦନ୍ତ ଆହୁରି ବ୍ୟାପକ ହୋଇଛି।...

Fake Cancer Drugs PIL: ନକଲି କ୍ୟାନସର ଔଷଧ ଓ ଜୀବନରକ୍ଷକ ଇଞ୍ଜେକ୍ସନ ନେଇ ସୁପ୍ରିମକୋର୍ଟରେ PIL

ନୂଆଦିଲ୍ଲୀ: କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସାରେ ବ୍ୟବହୃତ ନକଲି ଔଷଧ ଏବଂ ଜୀବନରକ୍ଷକ ଇଞ୍ଜେକ୍ସନର ଉତ୍ପାଦନ ଏବଂ ବିକ୍ରିକୁ...

Income Tax Raid: ରକୁଲ ପ୍ରୀତ ସିଂହ ଓ ବାସୁ ଭଗନାନୀଙ୍କ ସହ ଜଡ଼ିତ ୧୨ ସ୍ଥାନରେ ଆୟକର ବିଭାଗର ଚଢ଼ାଉ

ମୁମ୍ବାଇ: ମୁମ୍ବାଇରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ଫିଲ୍ମ ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍‌ ସହ ଜଡ଼ିତ...

Ujjain Shahi Masjid Video: ମସଜିଦର ଅଂଶ ହଟାଯାଉଥିବା ଭିଡିଓ ଭାଇରାଲ, ଭାବୁକ ହେଲେ ଲୋକେ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ଶାହୀ ମସଜିଦକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ମସଜିଦର ଏକ...

Jaipur Temple Dispute: ଭଜନର ଉଚ୍ଚଶବ୍ଦକୁ ନେଇ ବିବାଦ, ପୂଜକଙ୍କୁ ଆକ୍ରମଣ ଅଭିଯୋଗ

ଜୟପୁର: ଜୟପୁରର ଏକ ଶିବ ମନ୍ଦିରରେ ପୂଜା ସମୟରେ ଉଚ୍ଚଶବ୍ଦରେ ଭଜନ ବାଜିବାକୁ ନେଇ ବିବାଦ ପରେ ପୂଜକଙ୍କୁ ଆକ୍ରମଣ...

Mahanadi Flood Alert: ମୁଣ୍ଡୁଳିରେ ବଢୁଛି ବନ୍ୟା ଜଳ, କଟକ-ପୁରୀ ସମେତ ୪ ଜିଲ୍ଲାକୁ ବନ୍ୟା ଆଶଙ୍କା!

କଟକ: ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେଉଛି। ମୁଣ୍ଡୁଳି ଦେଇ ପାଣିର ପ୍ରବାହ ଲଗାତାର ବଢ଼ୁଥିବା ବେଳେ...

Odisha Flood: ନବୀନଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଟାର୍ଗେଟ! କହିଲେ,”ବନ୍ୟା ସମୟରେ ଗ୍ରାଉଣ୍ଡକୁ ଯାଆନ୍ତୁ”

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ...

Delhi University: ମହିଳା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ୩ LLB ଛାତ୍ର ନିଲମ୍ବିତ, କ୍ୟାମ୍ପସ ପ୍ରବେଶ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖର୍ଜୀ ନଗରରେ ଦୁଇଜଣ ମହିଳା ଛାତ୍ରୀଙ୍କୁ ନିର୍ଯାତନା ଓ ପିଛା କରିବା ଅଭିଯୋଗକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ...

Haryana IAS Officers: ସରକାରୀ ଟଙ୍କା ହେରଫେର ମାମଲାରେ ୬ IASଙ୍କ ନାଁ, ସୁନା-ନଗଦ ଓ ପାର୍ଟି ନେଇ CBIର ଅଭିଯୋଗ

ହରିୟାଣା: ହରିୟାଣାରେ ସରକାରୀ ଧନ ହେରଫେର ଅଭିଯୋଗ ସହ ଜଡ଼ିତ ମାମଲାରେ CBIର ଚାର୍ଜଶିଟ୍‌କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରାୟ...

Gold Ring Scheme: ସରକାରୀ ହସ୍ପିଟାଲରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବିଜୟ ଯୋଜନାର ଶୁଭାରମ୍ଭ କଲେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ!

ତାମିଲନାଡୁ: ତାମିଲନାଡୁରେ ନବଜାତ ଶିଶୁଙ୍କ ପାଇଁ ଆରମ୍ଭ ହୋଇଛି ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’ ବା Maternal Uncle Gold...