Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ଆଜିର ରାଶିଫଳ: କେଉଁ ରାଶି ପାଇଁ ଖୋଲିବ ଧନର ଦ୍ୱାର? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ…

ଆଜି ଶୁକ୍ରବାର। ଆଜି ଧନତେରସ ଥିବାରୁ ଧନ, ସମୃଦ୍ଧି ଓ ସୁଖସମୃଦ୍ଧିର କାମନା କରି ମା’ ଲକ୍ଷ୍ମୀ ଓ କୁବେରଙ୍କ...

Bokaro Coal Mine Accident: ଝାଡ଼ଖଣ୍ଡ କୋଇଲା ଖଣିରେ ଅଘଟଣ, କୋଇଲା ଗଦା ଧସି ୩ ମହିଳାଙ୍କ ମୃତ୍ୟୁ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଥିବା ସେଣ୍ଟ୍ରାଲ୍ କୋଲଫିଲ୍ଡସ୍ ଲିମିଟେଡ୍‌ (CCL)ର କଥାରା କୋଇଲା ଖଣିରେ ଗୁରୁବାର (ନଭେମ୍ବର ୫)...

Marriage Registration Camp: ଜୀବନସାଥୀ ଖୋଜିବାକୁ ମନ୍ଦିରରେ ୭ ହଜାର ଲୋକଙ୍କ ଭିଡ଼, ହାଇୱେ ପର୍ଯ୍ୟନ୍ତ ଲମ୍ବିଲା ଧାଡ଼ି

କେରଳ: ଚାକିରି ନୁହେଁ, ଜୀବନସାଥୀ ଖୋଜିବାକୁ ଏକାଠି ହେଲେ ହଜାର ହଜାର ଲୋକ। କେରଳର କୋଝିକୋଡ଼ ନିକଟ କରଣଥୁରସ୍ଥିତ ହରହର...

Cristiano Ronaldo Retirement: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ସନ୍ନ୍ୟାସ ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ନୂଆଦିଲ୍ଲୀ: ଫୁଟବଲ୍‌ ଜଗତରେ ଶେଷ ହେବାକୁ ଯାଉଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପର୍ତ୍ତୁଗାଲର ମହାନ ଫୁଟବଲ୍‌ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ...

Kotia: ଉପର ସେମ୍ବିରୁ ଆନ୍ଧ୍ରର ଚେକ୍‌ପୋଷ୍ଟ ହଟାଇଲା ଓଡ଼ିଶା ପୁଲିସ, ନିଜ ନିୟନ୍ତ୍ରଣକୁ ନେଲା

ଭୁବନେଶ୍ୱର: କୋଟିଆ ସୀମା ବିବାଦ ମଧ୍ୟରେ ଉପର ସେମ୍ବି ଗାଁରେ ଥିବା ଆନ୍ଧ୍ରର ଏକ ଚେକ୍‌ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ...

Kannauj Crime: ବିବାହର ୧୧ ବର୍ଷ ପରେ ପତ୍ନୀଙ୍କୁ ଜିଅନ୍ତା ଜାଳିଦେଲା ନୃଶଂଶ ସ୍ୱାମୀ!

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରୁ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ପତ୍ନୀ ସୋନମଙ୍କୁ ଏକ ଚେୟାରରେ ବାନ୍ଧି ପେଟ୍ରୋଲ...

Foreign Funding: ରାଙ୍କାଙ୍କୁ ପାକିସ୍ତାନ, ଦୀପକେଙ୍କୁ ଆମେରିକାରୁ ଫଣ୍ଡିଂ ମିଳୁଥିବା ଦାବି! କେଉଁଠାରୁ ଅର୍ଥ ଆସୁଛି? କେନ୍ଦ୍ର ସରକାରଙ୍କୁ ଉତ୍ତର ରଖିବାକୁ ଦାବି କଲେ CJP ନେତା

ନୂଆଦିଲ୍ଲୀ: ଅଭିଜିତ ଦୀପକେ ଏବଂ ଆଶୁତୋଷ ରାଙ୍କାଙ୍କୁ ବିଦେଶରୁ ଅର୍ଥ ସହାୟତା ମିଳୁଥିବା ନେଇ କେନ୍ଦ୍ର ସରକାର ଓ ଶାସକ...

NAAC Accreditation: ୭ ବିଶ୍ୱବିଦ୍ୟାଳୟର ମାନ୍ୟତା ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ ବଡ ପଦକ୍ଷେପ!

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୭ଟି...

Adani Ports: ୨.୫୬ ବିଲିୟନ୍‌ ୟୁରୋରେ ୟୁରୋପର Evos କମ୍ପାନୀକୁ କିଣିବ ଆଦାନୀ ପୋର୍ଟସ୍‌

ନୂଆଦିଲ୍ଲୀ: ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶାଲ୍‌ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍‌ (APSEZ) ୟୁରୋପର ଦ୍ୱିତୀୟ ବୃହତ୍‌ ସ୍ୱାଧୀନ ତରଳ ପଦାର୍ଥ...

Strait of Hormuz: ଭାରତୀୟ ଜାହାଜକୁ ହର୍ମୁଜ୍‌ ଦେଇ ମୁକ୍ତ ଯାତାୟାତ ପାଇଁ ଇରାନର ଅନୁମତି

ନୂଆଦିଲ୍ଲୀ: ହର୍ମୁଜ୍‌ ପ୍ରଣାଳୀ ଦେଇ ଭାରତୀୟ ବାଣିଜ୍ୟିକ ଜାହାଜର ଯାତାୟାତକୁ ନେଇ ଇରାନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତ ସମେତ...

Mercedes-Benz Electric GLC: ପୁଣେରେ ଆରମ୍ଭ ହେଲା ନୂଆ ଇଲେକ୍ଟ୍ରିକ୍‌ SUVର ଉତ୍ପାଦନ, ଭାରତରେ ଆଉ ₹୨୦୦ କୋଟି ନିବେଶ କରିବ କମ୍ପାନୀ

ମହାରାଷ୍ଟ୍ର: ମର୍ସିଡିଜ୍‌-ବେଞ୍ଜ୍‌ ଇଣ୍ଡିଆ ମହାରାଷ୍ଟ୍ରର ପୁଣେ ସ୍ଥିତ ଚାକଣ ଉତ୍ପାଦନ କେନ୍ଦ୍ରରେ ନୂଆ Electric GLCର ସ୍ଥାନୀୟ ଉତ୍ପାଦନ ଆରମ୍ଭ...

Suryakumar Yadav: ଘରୋଇ କ୍ରିକେଟ୍‌ରେ ଖେଳିପାରନ୍ତି ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଇଣ୍ଡିଆକୁ ଫେରିବା ନେଇ ବଢିଛି ଆଶା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଭାରତକୁ ଚାମ୍ପିଅନ୍‌ କରାଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି।...