Featured Stories
Palani Temple: ପାଲାନି ମନ୍ଦିରରେ ୨.୨୬ କୋଟି ଟଙ୍କା ଦାନ, ସୁନା ଓ ରୂପା ମଧ୍ୟ ଅର୍ପଣ କଲେ ଭକ୍ତ
ତାମିଲନାଡୁ: ତାମିଲନାଡୁର ପ୍ରସିଦ୍ଧ ଅରୁଲମିଗୁ ଦଣ୍ଡାୟୁଧପାଣି ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ଦାନରୁ ବିପୁଳ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ମିଳିଛି।...
Kotia Voting Row: ଆନ୍ଧ୍ରରେ ଭୋଟ୍ ଦେଇ ଫେରୁଛନ୍ତି କୋଟିଆର ଓଡ଼ିଆ ଭୋଟର, ବଢ଼ିଲା ଉତ୍ତେଜନା
ଭୁବନେଶ୍ୱର: କୋଟିଆ ଅଞ୍ଚଳରେ ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଛି। ଆନ୍ଧ୍ରପ୍ରଦେଶରେ ମତଦାନ କରି କୋଟିଆକୁ ଫେରୁଥିବା...
Las Vegas: ଟ୍ରମ୍ପଙ୍କ ଟାୱାରରେ ‘OUT’ ପ୍ରୋଜେକ୍ସନ୍, ନିର୍ବାଚନ ଦିନ ଆକର୍ଷଣ ସାଜିଲା କଳାକାରଙ୍କ ପ୍ରଦର୍ଶନ
ନୂଆଦିଲ୍ଲୀ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଲାସ୍ ଭେଗାସ୍ରେ ଏକ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିଛି। ଫ୍ରାନ୍ସର କଳାକାର ଜୋଆନି...
Supreme Court: ୩୨ ବର୍ଷ ପରେ କର୍ମଚାରୀଙ୍କୁ ନ୍ୟାୟ, ୧୯୯୪ରୁ ମିଳିବ ନିୟମିତ ଚାକିରି ଓ ବକେୟା ଟଙ୍କା
ଭୁବନେଶ୍ୱର: ଦୀର୍ଘ ୩୨ ବର୍ଷର ଆଇନଗତ ଲଢ଼େଇ ପରେ ସରକାରୀ ଛାପାଖାନାର ୧୦୪ ଜଣ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।...
US Sanctions:ଇରାନକୁ ସହାୟତା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ସମେତ ୯ କମ୍ପାନି ଉପରେ ଆମେରିକାର କଟକଣା
ନୂଆଦିଲ୍ଲୀ: ଇରାନର ତୈଳ ରପ୍ତାନି ଉପରେ ଲାଗିଥିବା ଆମେରିକୀୟ କଟକଣା ଏଡ଼ାଇବାରେ ସହାୟତା କରିଥିବା ଅଭିଯୋଗରେ ଭାରତୀୟ ଦମ୍ପତିଙ୍କ ସମେତ...
Odisha Vigilance: ଲାଞ୍ଚ ଟଙ୍କା ନେଇ ପୋଖରୀକୁ ଡେଇଁଲେ SI, ପହଁରି ଧରିଲା ଭିଜିଲାନ୍ସ ଟିମ୍
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ଏସଆଇ ସୁଜିତ କୁମାର ମହାନ୍ତ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ...
୨୦ ବର୍ଷ ତଳେ ₹୧ ଲକ୍ଷ ନିବେଶ କରିଥିଲେ ଆଜି କେତେ ହୋଇଥାନ୍ତା? ସୁନା , ରୂପା ନା FD – କିଏ ଦେଇଛି ସର୍ବାଧିକ ରିଟର୍ଣ୍ଣ?
ଆଜିଠାରୁ ୨୦ ବର୍ଷ ତଳେ ଯଦି ଆପଣ Gold, Silver କିମ୍ବା Fixed Deposit (FD)ରେ ₹୧ ଲକ୍ଷ ନିବେଶ...
Sergei Lavrov Fake Video: ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ନକଲି ଭିଡିଓକୁ ନେଇ ପ୍ରଶାନ୍ତ ଭୂଷଣଙ୍କ ନାଁରେ FIR
ନୂଆଦିଲ୍ଲୀ: ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ନାଁରେ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ପ୍ରସାର ହେବା ଘଟଣାକୁ...
Utkal University Hostel Food: ଉତ୍କଳ ବିଶ୍ୱ ବିଦ୍ୟାଳୟ ଲେଡିଜ୍ ହଷ୍ଟେଲର ଖାଦ୍ୟରୁ ମଲା ବେଙ୍ଗ ମିଳିଥିବା ଅଭିଯୋଗ, ଘଟଣାର ତଦନ୍ତ
ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଲେଡିଜ୍ ହଷ୍ଟେଲରେ ଖାଦ୍ୟ ପରଷା ଯାଇଥିବା ବେଳେ ଖାଦ୍ୟରୁ ମଲା ବେଙ୍ଗ ମିଳିଥିବା...
Apple Foldable iPhone: ୩ ଲକ୍ଷ ଟଙ୍କାର ଫୋଲ୍ଡେବଲ୍ ଫୋନ୍କୁ ନେଇ ଉଠିଲା ପ୍ରଶ୍ନ, ସ୍କ୍ରିନ୍ ଓ ହିଟିଂ ସମସ୍ୟା ଚିନ୍ତା ବଢ଼ାଇଲା
ନୂଆଦିଲ୍ଲୀ: ଆପଲ୍ର ପ୍ରଥମ ଫୋଲ୍ଡେବଲ୍ ଫୋନ୍କୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଛି। ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର...
Payal Zambre Dowry Case: ପୁଣେରେ ମହିଳାଙ୍କ ମୃତ୍ୟୁ ମାମଲାରେ ଶାଶୁ-ଶ୍ୱଶୁର ଗିରଫ, ପୂର୍ବରୁ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ
ପୁଣେ: ପୁଣେରେ ୩୦ ବର୍ଷୀୟ ପାୟଲ ଅକ୍ଷୟ ଜାମ୍ବ୍ରେଙ୍କ ମୃତ୍ୟୁ ମାମଲାରେ ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ସ୍ୱର୍ଗେଟ୍...
Sonam Wangchuk School Notice: ହାଇକୋର୍ଟଙ୍କ ରାୟ ନ ଆସିବା ଯାଏଁ ସୋନମ ୱାଙ୍ଗଚୁକଙ୍କ ‘ଡେଜର୍ଟ ଫ୍ଲାୱର ସ୍କୁଲ’ ରହିବ ବନ୍ଦ
ଲଦାଖ: ଲଦାଖର ଲେହ ପ୍ରଶାସନ ସୋନମ ୱାଙ୍ଗଚୁକଙ୍କ ସ୍କୁଲକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛି। ଲେହରେ ଥିବା ‘ଡେଜର୍ଟ...
