Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ମାମୁଁ ଘରକୁ ଆସିଥିବା ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁରେ ଜଣେ ଯୁବକଙ୍କ ଉପରେ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା...

ଏସ୍‌ଆଇଆର୍‌ କୁ ନେଇ ବଡ଼ ଖୁଲାସା , ଗଞ୍ଜାମରୁ ବାଦ୍ ପଡିଲେ ୨ ଲକ୍ଷରୁ ଅଧିକ ଭୋଟର

ଏସ୍‌ଆଇଆର୍‌ (ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ) ରିପୋର୍ଟରେ ଭୋଟର ତାଲିକାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲାରୁ...

ଭାଙ୍ଗିଲା କୋଟି କୋଟି ଫୁଟବଲ ପ୍ରେମୀଙ୍କ ହୃଦୟ; ବିଶ୍ୱକପ୍ ବିଦାୟ ପରେ ଅବସର ଘୋଷଣା କଲେ ନେମାର

ବ୍ରାଜିଲର ଫୁଟବଲ ଖେଳାଳି ନେମାର ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଫିଫା ବିଶ୍ୱକପ୍ ୨୦୨୬ରେ ବ୍ରାଜିଲ ରାଉଣ୍ଡ ଅଫ୍-୧୬ରେ...

NATO ସମିଟ୍ ପୂର୍ବରୁ କିଭ୍‌ରେ ରୁଷର ଭୟଙ୍କର ଆକ୍ରମଣ, ୮ ମୃତ

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଗଲ୍ଫ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଥିବାବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି...

ଦିଗପହଣ୍ଡିରେ ନାବାଳିକାଙ୍କ ମୃତ୍ୟୁ! ପରିବାର ଆଣିଲେ ହତ୍ୟା ଅଭିଯୋଗ

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ତାଙ୍କ ପୁରୁଷ ବନ୍ଧୁଙ୍କ ଘରୁ ଉଦ୍ଧାର ହେବା...

୨୦୨୬ ରଥଯାତ୍ରା ସମୀକ୍ଷା ବୈଠକ; କର୍ଡନ ପାସ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ପୁରୀ ରଥଯାତ୍ରାକୁ ଆଉ ଅଳ୍ପ କିଛିଦିନ ବାକି ଥିବାବେଳେ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ...

ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ, ମେଟାକୁ କେନ୍ଦ୍ର ସରକାରଙ୍କ ନୋଟିସ

ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ଓ ଅପବ୍ୟବହାର ସମ୍ପର୍କିତ ବିଜ୍ଞାପନ (CSEAM) ପ୍ରସାରିତ ହେଉଥିବା ଅଭିଯୋଗ ପରେ କେନ୍ଦ୍ର ସରକାର...

ଗାୟବ ହେଲା ଅଯୋଧ୍ୟା ରାମ ମନ୍ଦିରରୁ ୫ କୋଟିର ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ! ପୂର୍ବତନ ଗୃହ ସଚିବଙ୍କ ସଙ୍ଗୀନ ଅଭିଯୋଗ

ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଦାନ ଅର୍ଥର ହେରଫେରକୁ ନେଇ ଚର୍ଚ୍ଚା ଚାଲିଥିବା...

ପାକିସ୍ତାନ ବାୟୁସେନାର ଗୁଇନ୍ଦା ଅଧିକାରୀଙ୍କୁ ଗୁଳି କରି ହତ୍ୟା, ଘଟଣାକୁ ନେଇ ବଢ଼ିଲା ରହସ୍ୟ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନ ବାୟୁସେନାର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଅଧିକାରୀଙ୍କୁ...

ପ୍ରେମିକ ସହ ମିଶି ରଚିଲେ ହତ୍ୟା ଷଡ଼ଯନ୍ତ୍ର, ସ୍ୱାମୀଙ୍କୁ ହତ୍ୟା କଲେ ନବବିବାହିତା

ହରିୟାଣାର ଗୁରୁଗ୍ରାମରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନିଖୋଜ ହେବାର ଦୁଇ ଦିନ ପରେ ୨୧ ବର୍ଷୀୟ...

ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ? ଫୋନ୍ ଯାଞ୍ଚ ପରେ ସାମ୍ନାକୁ ଆସିବ ସତ

ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଉ ପାଦେ ଆଗେଇଛି ପୋଲିସ | ଘଟଣାର ସତ୍ୟାସତ୍ୟ ଜାଣିବା...

କରଜତ-ଲୋଣାଭାଲା ଘାଟ ସେକ୍ସନରେ ଭୂସ୍ଖଳନ, ମୁମ୍ବାଇ-ପୁଣେ ଟ୍ରେନ୍ ସେବା ବାତିଲ

ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ସେବା ବାତିଲ | ଯାତ୍ରୀ ହନ୍ତସନ୍ତ | ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ-ପୁଣେ ରେଳପଥର...