Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ; ଆନ୍ତଃରାଜ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଆୟୋଜିତ...

ବର୍ଥଡେ ପାର୍ଟି ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା; ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଆସିଛି | ଯେଉଁଠି ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬...

ପାରିବାରିକ କଳହରେ ବଳି ପଡିଲା ୧୧ ମାସର ଶିଶୁକନ୍ୟା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ହତ୍ୟାର ସତ, ବାପା-ମା’ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହର ପରିଣତି ସ୍ୱରୂପ ୧୧ ମାସର ଏକ...

ବିବାହର ୪ ମାସ ପରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀ ସମେତ ୬ ଜଣଙ୍କ ବିରୋଧରେ ଯୌତୁକ ହତ୍ୟା ମାମଲା

ଲକ୍ଷ୍ନୌ: ବିବାହର ମାତ୍ର ଚାରି ମାସ ପରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତର...

ଇଣ୍ଡୋନେସିଆରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ;’ଭାରତ-ଇଣ୍ଡୋନେସିଆ ସମ୍ପର୍କର ସୁବର୍ଣ୍ଣ ଅଧ୍ୟାୟ’ର ହେଲା ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ମଙ୍ଗଳବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ...

ଫୁଟବଲ୍ ମ୍ୟାଚ୍‌ର ପ୍ରତିଶୋଧ ନେଲା ରକ୍ତାକ୍ତ ରୂପ; ୧୭ ବର୍ଷୀୟ ଖେଳାଳିଙ୍କ ଗଳା କାଟି ହତ୍ୟା

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଏକ ଫୁଟବଲ୍ ମ୍ୟାଚ୍‌କୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଫୁଟବଲ୍...

ରାୟଗଡ଼ା ପିଲାଚୋର ଗୁଜବକୁ ନେଇ ଭିଡ଼ ହିଂସା ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋର ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ମାମଲାରେ ପୁଲିସକୁ ବଡ଼ ସଫଳତା...

ମୋବାଇଲ୍ ଚାଟ୍‌କୁ ନେଇ ପ୍ରେମିକାଙ୍କୁ ହତ୍ୟା! ମୃତଦେହକୁ ୩ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ନୃଶଂସ ପ୍ରେମିକ

ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରୁ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମୋବାଇଲ୍ ଚାଟ୍‌କୁ କେନ୍ଦ୍ର କରି ହୋଇଥିବା ବିବାଦ...

ସିୟା ଗୋୟଲ କେତନଙ୍କୁ ହତ୍ୟା କରିବା ପୂର୍ବରୁ ଇନ୍ଦୋରର ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା ସମ୍ପର୍କରେ ବିସ୍ତୃତ ସୂଚନା ଗୁଗୁଲ୍‌ରେ ଖୋଜି ପଢ଼ିଥିଲେ

ପୁନେର କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ ତଦନ୍ତ ସମୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ଜବତ କରିଥିବା...

୮୩ ବର୍ଷୀୟ ବୃଦ୍ଧଙ୍କ ଗଲ୍‌ବ୍ଲାଡର୍‌ରୁ ବାହାରିଲା ୨ ହଜାର ପଥର! ଦୀର୍ଘ ୬ ବର୍ଷ ଧରି ଯନ୍ତ୍ରଣାରେ ପୀଡିତ ଥିଲେ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି! ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କ ପିତ୍ତକୋଷ...

ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ବଡ଼ ଅପଡେର୍ଟ! ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ, ତଦନ୍ତ ଜୋରଦାର

କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଶବ ବ୍ୟବଚ୍ଛେଦ...

ରାଜଧାନୀରେ ପୁଣି ଖଣ୍ଡା ଆତଙ୍କ! ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଓ ମହିଳା ଗୁରୁତର ଆହତ

ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଖଣ୍ଡାରେ...