Featured Stories
Nepal Snowfall Rescue: ନେପାଳରେ ପ୍ରବଳ ତୁଷାରପାତରେ ଫସିଥିବା ୬ ଭାରତୀୟ ପର୍ଯ୍ୟଟକ ଉଦ୍ଧାର
ନୂଆଦିଲ୍ଲୀ: ନେପାଳର ଡୋଲ୍ପା ଜିଲ୍ଲାରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଥିବା ୬ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।...
Fake ₹20 Coin Racket: ୫ ହଜାର ନକଲି ୨୦ ଟଙ୍କିଆ କଏନ୍ ଜବତ, ଦିଲ୍ଲୀରେ ୪ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀରେ ନକଲି ୨୦ ଟଙ୍କିଆ କଏନ୍ କାରବାରର ପର୍ଦ୍ଦାଫାସ କରିଛି ପୋଲିସର କ୍ରାଇମ୍ ବ୍ରାଞ୍ଚ। ଏହି ମାମଲାରେ ୪...
Dhirendra Krishna Shastri Controversy: ପ୍ରଭୁ ଶ୍ରୀରାମ ଓ କୃଷ୍ଣଙ୍କୁ ନେଇ ମନ୍ତବ୍ୟ ପରେ ବାଗେଶ୍ୱର ଧାମ ମୁଖ୍ୟଙ୍କୁ ନେଇ ବିବାଦ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କରେରାରେ ଏକ ଧାର୍ମିକ ପ୍ରବଚନ ସମୟରେ ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ନେଇ ବାଗେଶ୍ୱର ଧାମର ମୁଖ୍ୟ...
Gujarat Diwali Parole: ଦୀପାବଳି ପାଳିବାକୁ ୧୪୩ କଏଦୀଙ୍କୁ ୧୫ ଦିନିଆ ପାରୋଲ୍, ନଭେମ୍ବର ୬ରୁ ମିଳିବ ଛୁଟି
ଗୁଜରାଟ: ଗୁଜରାଟ ସରକାର ଦୀପାବଳି ଅବସରରେ ୧୪୩ ଜଣ ଯୋଗ୍ୟ କଏଦୀଙ୍କୁ ୧୫ ଦିନ ପାଇଁ ପାରୋଲ୍ରେ ଛାଡ଼ିବାକୁ ଅନୁମତି...
TV Actor Anuj Thakur Death: ୩୩ ବର୍ଷରେ ଅଭିନେତା ଅନୁଜ ଠାକୁରଙ୍କ ପରଲୋକ, ‘ଧୂମ୍ ମଚାଓ ଧୂମ୍’ରୁ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ଯାତ୍ରା
ମୁମ୍ବାଇ: ଟିଭି ଜଗତରୁ ଆସିଛି ଦୁଃଖଦ ଖବର। ଅଭିନେତା ଅନୁଜ ଠାକୁରଙ୍କର ୩୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଅକ୍ଟୋବର...
Delhi Traders Loss: INDIA ବ୍ଲକ୍ର ରାଲି ଯୋଗୁଁ ୧୧ ହଜାର କୋଟିର ବ୍ୟବସାୟ କ୍ଷତି! ଗୁରୁତର ଅଭିଯୋଗ ଆଣିଲା ବ୍ୟବସାୟୀ ସଂଘ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ରବିବାର ଆୟୋଜିତ INDIA ବ୍ଲକ୍ର ରାଲିକୁ ନେଇ ବ୍ୟବସାୟୀଙ୍କ କ୍ଷତି ପ୍ରସଙ୍ଗ ସାମ୍ନାକୁ ଆସିଛି।...
PV Sindhu Hilo Open Title: ଡେନମାର୍କ ଖେଳାଳିଙ୍କୁ ହରାଇ ହାଇଲୋ ଓପନ୍ ଟାଇଟଲ୍ ଜିତିଲେ ପିଭି ସିନ୍ଧୁ
ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ପୁଣି ଥରେ ନିଜ ଖେଳର ଦକ୍ଷତା ଦେଖାଇଛନ୍ତି। ନଭେମ୍ବର...
Soumya Ranjan Death Case: ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ, ଆଗୁଆ ଜାମିନ ଉପରେ ହାଇକୋର୍ଟରେ ଶୁଣାଣି
ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଆସିଛି ନୂଆ ମୋଡ଼। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା...
Kimi Antonelli F1 Champion: ୨୦ ବର୍ଷ ବୟସରେ ଇତିହାସ ରଚିଲେ ଆଣ୍ଟୋନେଲି, ହେଲେ ସବୁଠୁ କମ୍ ବୟସର ବିଶ୍ୱ ବିଜେତା
ନୂଆଦିଲ୍ଲୀ: ଫର୍ମୁଲା ୱାନ୍ (F1) ଇତିହାସରେ ନୂଆ ରେକର୍ଡ କରିଛନ୍ତି ମର୍ସିଡିଜ୍ ଡ୍ରାଇଭର କିମି ଆଣ୍ଟୋନେଲି। ମାତ୍ର ୨୦ ବର୍ଷ...
Char Dham Helicopter Service: ପ୍ରତି ଉଡ଼ାଣରେ ୨ ପାଇଲଟ୍ ନିୟମକୁ ଅପରେଟରଙ୍କ ବିରୋଧ, ସେବା ବନ୍ଦ ଚେତାବନୀ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାରଧାମ ଯାତ୍ରାରେ ହେଲିକପ୍ଟର ସେବା ଯୋଗାଉଥିବା ଅପରେଟରମାନେ DGCAର ନୂଆ ନିୟମକୁ ବିରୋଧ କରିଛନ୍ତି। ପ୍ରତ୍ୟେକ ହେଲିକପ୍ଟର...
Omar Abdullah Government: ଓମାର ଅବଦୁଲ୍ଲାଙ୍କ ସରକାରକୁ ୨୫ ବିଧାୟକଙ୍କ ଚେତାବନୀ, ୧୪ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ବଦଳାଇବାକୁ ଦାବି
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରକୁ ନେଇ ରାଜନୈତିକ ଅସ୍ଥିରତାର ଚର୍ଚ୍ଚା ଜୋର ଧରିଛି। ନ୍ୟାସନାଲ୍ କନଫରେନ୍ସ (NC)ର...
Mohan Majhi Delhi Tour: ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ବାତ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ର ସହ କରିବେ ଆଲୋଚନା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର ସୂଚନା ରହିଛି । ସେ...
