Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Ram Charan Meets Amit Shah: AI ଓ Deepfakeର ଅପବ୍ୟବହାର ନେଇ ଗୃହମନ୍ତ୍ରୀଙ୍କୁ ଭେଟିଲେ ରାମ ଚରଣ ଓ ଚିରଞ୍ଜୀବୀ

ନୂଆଦିଲ୍ଲୀ: AI ଏବଂ ଡିପ୍‌ଫେକ୍‌ ଟେକ୍ନୋଲୋଜିର ବଢ଼ୁଥିବା ଅପବ୍ୟବହାରକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି...

Santoor Record: ୨୯ ମିନିଟ୍‌ରେ ୫୯ ରାଗର ୬୦ ଗତ୍‌ ବଜାଇ ରେକର୍ଡ କଲେ ବଙ୍ଗର ବାଳକ ଅଂଶୁମାନ

ପଶ୍ଚିମବଙ୍ଗ: ଶାସ୍ତ୍ରୀୟ ସଙ୍ଗୀତରେ ଅନେକ ରାଗକୁ ଏକାଥରେ ବଜାଇବା ଅଭିଜ୍ଞ କଳାକାରଙ୍କ ପାଇଁ ମଧ୍ୟ ସହଜ ନୁହେଁ। କିନ୍ତୁ ପଶ୍ଚିମବଙ୍ଗର...

NEET UG 2027: ନିଟ୍ ୨୦୨୭ରେ ଜାରି ରହିପାରେ ପେନ୍‌-ପେପର୍‌ ପରୀକ୍ଷା, କମ୍ପ୍ୟୁଟର୍‌ ଆଧାରିତ ପରୀକ୍ଷା ପାଇଁ ହିପାରେ ଆହୁରି ବିଳମ୍ବ

ନୂଆଦିଲ୍ଲୀ: NEET UG ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଦକ୍ଷିଣ ଭାରତର କିଛି ରାଜ୍ୟ ବିରୋଧ...

Tusshar Kapoor Extortion Threat: ତୁଷାର କପୁରଙ୍କୁ ୫ କୋଟି ଟଙ୍କା ଦାବି, ବିଷ୍ଣୋଇ ଗ୍ୟାଙ୍ଗ୍‌ ନାଁରେ ଫୋନ୍‌ କରିଥିବା ବ୍ୟକ୍ତି ନକଲି ସନ୍ଦେହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତୁଷାର କପୁରଙ୍କୁ ୫ କୋଟି ଟଙ୍କା ଦାବି କରି ଧମକପୂର୍ଣ୍ଣ ଫୋନ୍‌ ଆସିଥିବା ଖବର ସାମ୍ନାକୁ...

Balasore Jail Controversy: କଏଦୀଙ୍କୁ ଡ୍ରଗ୍ସ ମାମଲାରେ ଫସାଇବାକୁ ଚାପ ଅଭିଯୋଗ, ପୂର୍ବତନ ଜେଲ୍‌ ଡିଜିଙ୍କ ନାଁ ଉଠାଇଲେ ନିଲମ୍ବିତ ଜେଲର

ବାଲେଶ୍ୱର: ପୂର୍ବତନ ଜେଲ୍‌ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆସିଛି। ବାଲେଶ୍ୱର ଜେଲ୍‌ର ନିଲମ୍ବିତ ଜେଲର...

Glenn Maxwell Retirement: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଗ୍ଲେନ୍ ମ୍ୟାକ୍ସୱେଲ୍‌, ୧୪ ବର୍ଷର ଚମତ୍କାର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। Cricinfoର ରିପୋର୍ଟ ଅନୁସାରେ, ୧୪...

Hanuman Ansh Controversy: ୪୫୨ କୋଟିର ସଫଳତା ପରେ ‘ହନୁମାନ ଅଂଶ’ ଫିଲ୍ମ ଟିମ୍‌ରେ ମତଭେଦ! ପ୍ରମୋସନ୍‌ ଓ ଅଧିକାରକୁ ନେଇ ବିବାଦ

ମୁମ୍ବାଇ: ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ବଡ଼ ସଫଳତା ପାଇବା...

Hyderabad Marathon Tragedy: ମାରାଥନ୍‌ ଶେଷ କରି ମେଡାଲ୍‌ ନେବା ପରେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦ୍‌ଘାତରେ ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନାର ହାଇଦ୍ରାବାଦରେ ଫିଟ୍‌ ରହିବା ପାଇଁ ମାରାଥନ୍‌ରେ ଭାଗ ନେଇଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ ଅଘଟଣ ଘଟିଛି।...

Jan Suraaj Disqualification Petition: ବିଜେପିରେ ଯୋଗ ଦେଇଥିବା ୨ ସ୍ୱାଧୀନ MLCଙ୍କ ସଭ୍ୟପଦ ରଦ୍ଦ ଦାବି, ବିହାର ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା ଜନ ସୁରାଜ

ବିହାର: ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱାଧୀନ ଜନ ସୁରାଜ ପାର୍ଟି ବିହାର ବିଧାନ ପରିଷଦର ୨ ଜଣ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ...

India A Squad Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ A ଦଳ ଘୋଷଣା, ତିଳକ ବର୍ମା ଅଧିନାୟକ ଓ ରଜତ ପାଟିଦାର ଉପଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ସୋମବାର ଭାରତ A ଦଳ ଘୋଷଣା କରିଛି BCCIର ଚୟନକମିଟି।...

Delhi Police Protest: ପୋଲିସ କର୍ମଚାରୀଙ୍କ ଆନ୍ଦୋଳନରେ ସାମିଲ ହେଲେ ACP, ମାନସ୍ୱୀ ବଶିଷ୍ଠ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସରେ ଅଧିକାରୀଙ୍କ ବଦଳିକୁ ନେଇ ବିବାଦ ବଢ଼ିଛି। ଦୁଇ ଜଣ ପୋଲିସ ଅଧିକାରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର...

Patanjali Ghee Raid: ଛତ୍ରପତି ସମ୍ଭାଜୀନଗରରେ ପତଞ୍ଜଳି ଗୋଦାମରେ FDA ଚଢ଼ାଉ, ୨୦.୨୦ ଲକ୍ଷ ଟଙ୍କାର ଘିଅ ଜବତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ପତଞ୍ଜଳି ବ୍ରାଣ୍ଡର ଗାଈ ଘିଅରେ ଅପମିଶ୍ରଣ ଅଭିଯୋଗକୁ ନେଇ ଖାଦ୍ୟ ଓ ଔଷଧ ପ୍ରଶାସନ...