Featured Stories
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି; ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଭିସା କେନ୍ଦ୍ର…
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ମଧ୍ୟରେ ୟୁନୁସ୍ ସରକାର...
୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି…
ଭୁବନେଶ୍ବର: ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲ୍ଲାରେ...
ରୋଗୀଙ୍କ ସେବାରେ ଆଉ ରହିବନି ସମସ୍ୟା; ଆସିବ ନୂଆ ୪୨୮ଟି ୧୦୮ ଆମ୍ବୁଲାନ୍ସ
ଭୁବନେଶ୍ୱର,୨୩|୧୨: ଏଣିକି ରୋଗୀଙ୍କ ସେବାରେ ଆଉ ରହିବନି ସମସ୍ୟା | ସରକାର ନେଉଛନ୍ତି ଭିନ୍ନ ପଦକ୍ଷେପ | ବିଭିନ୍ନ ସମୟରେ...
ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା…
ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ...
ବିସିସିଆଇର ବଡ ଘୋଷଣା, ବଢିଲା ମହିଳା କ୍ରିକେଟରଙ୍କ ଦରମା
ନୂଆଦିଲ୍ଲୀ: ମହିଳା କ୍ରିକେଟ ପାଇଁ ବିସିସିଆଇ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଘରୋଇ କ୍ରିକେଟରେ ସମାନ ଦରମା ପାଇଁ ଏକ...
ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ବାଂଲାଦେଶ ସେନା ! ସାମରିକ ଶକ୍ତିରେ କେତେ ସକ୍ଷମ ଅଛି?
ନୂଆଦିଲ୍ଲୀ,୨୨|୧୨: ବାଂଲାଦେଶର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି | ଭାରତ ବିରୋଧୀ ଯୁବ ନେତା ଶରିଫ ଓସମାନ...
ରାଜ୍ୟରେ ଜମି କିଣାବିକାକୁ ନେଇ ନୂଆ ନିୟମ, ଆସନ୍ତା ୨୦୨୬ ଏପ୍ରିଲ ପହିଲାରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ
ଭୁବନେଶ୍ବର,୨୨|୧୨: ରାଜ୍ୟରେ ଜମି କିଣାବିକା ନିୟମରେ ହେବାକୁ ଯାଉଛି ବଡ ପରିବର୍ତ୍ତନ | ଆସନ୍ତା ୨୦୨୬ ଏପ୍ରିଲ ୧ରୁ ଜମିର...
ଟଙ୍କା ଫେରସ୍ତ ପାଇବେ ଚିଟ୍ଫଣ୍ଡ ଜମାକାରୀ
ଭୁବନେଶ୍ଵର,୨୨|୧୨: ଚିଟ୍ଫଣ୍ଡ୍ ରେ ନିବେଶ କରିଥିବା ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା | ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ...
ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ; ସୋସିଆଲ ମିଡିଆରେ ‘ସେଭ୍ ଆରାବଳୀ’ର ସ୍ଲୋଗାନ
ନୂଆଦିଲ୍ଲୀ,୨୨।୧୨: ଆରାବଳୀ ପର୍ବତମାଳାର ଅସ୍ତିତ୍ୱକୁ ନେଇ ସୋସିଆଲ ମିଡ଼ିଆରେ ଦେଖାଦେଇଛି ପ୍ରତିବାଦ। ସୋସିଆଲ ମିଡିଆରେ ଆରାବଳୀ ସଂରକ୍ଷଣ ପାଇଁ ଆରମ୍ଭ...
ଦେଶର ସ୍ୱାଧୀନତା ପାଇଁ ମୁଁ ମୋ ଜୀବନ ଦେବାକୁ ପ୍ରସ୍ତୁତ: ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୨୨।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ହୋଇଛି ଜେଲ। ଉଭୟଙ୍କୁ ତୋଷଖାନା...
ଶୀତର ପ୍ରକୋପରୁ ନାହିଁ ଆଶ୍ବସ୍ତି; ଆସନ୍ତା ୭ଦିନ ପର୍ଯ୍ୟନ୍ତ କଲବଲ କରିବ ଥଣ୍ଡା
ଭୁବନେଶ୍ୱର, ୨୨|୧୨: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା। ଆଗକୁ ଆହୁରି ଜାରି ରହିବ ଶୀତ| ରାତିର ତାପମାତ୍ରା ପ୍ରାୟ...
ବାଂଲାଦେଶରେ ବଢୁଛି ହିଂସା; BNP ନେତାଙ୍କ ଘର ଜାଳିଦେଲେ, କୁନି ଝିଅ ଜୀବନ୍ତ ଦଗ୍ଧ…
ଢାକା: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ବେଲାଲ ହୋସେନଙ୍କ ଘର ଉପରେ ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିବା ପରେ...
