Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Microsoft Outage: ସର୍ଭର ସମସ୍ୟାରୁ ୭ ଘଣ୍ଟାରୁ ଅଧିକ ସମୟ ଠପ୍ ରହିଲା ମାଇକ୍ରୋସଫ୍ଟ ସେବା, Outlook-Teams ସହ OpenAI ଓ Anthropic ପ୍ଲାଟଫର୍ମ ପ୍ରଭାବିତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବାରେ ବଡ଼ ଧରଣର ବୈଷୟିକ ତ୍ରୁଟି ଯୋଗୁଁ ହଜାର ହଜାର ୟୁଜର୍‌ ଅସୁବିଧାରେ ପଡ଼ିଛନ୍ତି। Outlook,...

Jensen Huang: ଏନଭିଡିଆ ମୁଖ୍ୟଙ୍କ ଇସ୍ତଫା ଚର୍ଚ୍ଚା ମଧ୍ୟରେ ଚୀନ୍‌ର AI ଶିଳ୍ପକୁ ବଡ଼ ଝଟକା ଆଶଙ୍କା!

ନୂଆଦିଲ୍ଲୀ: ଏନଭିଡିଆର ମୁଖ୍ୟ ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ମଧ୍ୟରେ ଚୀନ୍‌ର କୃତ୍ରିମ ବୁଦ୍ଧିମତ୍ତା (AI) ଶିଳ୍ପ ଉପରେ...

PM Modi: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ, ସାମ୍ବାଦିକଙ୍କୁ ସାମୂହିକ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟକୁ ନେଇ ସାମୂହିକ ଉଦ୍ୟମ ପାଇଁ ଆହ୍ୱାନ କରିଛନ୍ତି...

ଆଜିର ରାଶିଫଳ: କିପରି କଟିବ ଦିନ? କ’ଣ ରହିଛି ୧୨ଟି ରାଶିର ଭାଗ୍ୟଫଳ?

ଆଜି ଶୁକ୍ରବାର, ୧୩ ନଭେମ୍ବର। ଜ୍ୟୋତିଷ ମତ ଅନୁସାରେ, ଆଜି କେତେକ ରାଶି ପାଇଁ ଧନଲାଭ ଓ କର୍ମକ୍ଷେତ୍ରରେ ଉନ୍ନତିର...

Women’s Reservation Bill: ମହିଳା ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ସଂସଦ ଅଧିବେଶନ ଯୋଜନା, ଲୋକସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ!

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଉଦ୍ଦେଶ୍ୟରେ ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ କେନ୍ଦ୍ର ସରକାର...

Retail Inflation: ଅକ୍ଟୋବରରେ ୬.୦୯%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ପାର୍ବଣ ପରେ ଏବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼। ଅକ୍ଟୋବର ୨୦୨୬ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ବା...

Bollywood News: ଶ୍ରଦ୍ଧା କପୁରଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ ଖାନ୍‌, ବକ୍ସ ଅଫିସ୍‌ରେ ‘ଇଠା’ ଓ ‘ମାତୃଭୂମି’ ମଧ୍ୟରେ ହେବ କଡା ଟକ୍କର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାକୁ ନେଇ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା...

Farooq Abdullah on Kulgam Attack: କୁଲଗାମ ଆତଙ୍କୀ ଆକ୍ରମଣ ପରେ କହିଲେ ଫାରୁକ୍ ଅବଦୁଲ୍ଲା, ‘କଶ୍ମୀର ଭାରତର ଅଂଶ ଥିଲା, ଅଛି ଓ ରହିବ’

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ମତ ରଖିଛନ୍ତି ଜମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା।...

Surabhi 2026: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୩୭୫ ଜଣଙ୍କୁ ଶିକ୍ଷା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’। ଗୁରୁବାର ୟୁନିଟ୍‌-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ...

Dindori Crime: ରସଗୋଲା କହି ବନ୍ଧୁଙ୍କୁ ବିସ୍ଫୋରକ ଖୁଆଇବା ଅଭିଯୋଗ, ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରସଗୋଲା କହି ଜଣେ ଯୁବକଙ୍କୁ ବିସ୍ଫୋରକ ଖାଇବାକୁ...

Evening Courts: ମାମଲାର ଶୀଘ୍ର ଶୁଣାଣି ପାଇଁ ସନ୍ଧ୍ୟାକାଳୀନ ଅଦାଲତ ଆରମ୍ଭ କରିବାକୁ କେନ୍ଦ୍ରର ଯୋଜନା

ନୂଆଦିଲ୍ଲୀ: ଦେଶର ଅଦାଲତଗୁଡ଼ିକରେ ଦିନକୁ ଦିନ ବଢ଼ୁଥିବା ମାମଲା ବିଚାର ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନେକ ମାମଲାର...

Mumbai Bomb Threat: ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ଓ ଅମିତାଭ ବଚ୍ଚନଙ୍କ ଘରକୁ ବୋମା ଧମକ! ଇମେଲ୍ ପରେ ତଦନ୍ତ ଆରମ୍ଭ

ମୁମ୍ବାଇ: ମୁମ୍ବାଇରେ ପୁଣି ଏକ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଛନ୍ତି। ଏକ ଇମେଲ୍‌ ଜରିଆରେ...