Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Kalinga Studio New Look: ନୂଆ ରୂପରେ ଚମକିବ କଳିଙ୍ଗ ଷ୍ଟୁଡିଓ!ଆଜି ହେବ ଲୋକାର୍ପଣ

ଭୁବନେଶ୍ୱର: ଦୀର୍ଘ ଅପେକ୍ଷା ପରେ ଆଜି ନୂଆ ରୂପରେ ଖୋଲିବ କଳିଙ୍ଗ ଷ୍ଟୁଡିଓ। ନବୀକରଣ ହୋଇଥିବା କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସର...

Panchasayar Elderly Couple Death: ଘର ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ବଢ଼ିଲା ସନ୍ଦେହ

କୋଲକାତା: କୋଲକାତାର ଦକ୍ଷିଣ ଉପକଣ୍ଠ ପଞ୍ଚସାୟର ଅଞ୍ଚଳରେ ରବିବାର ସକାଳେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ତାଙ୍କ ଘର ଭିତରୁ...

ସରପଞ୍ଚ ଚାମେଲି ଓଝାଙ୍କ ମାମଲାରେ ତଦନ୍ତ କରିବ ଜାତୀୟ ମାନବାଧିକାର କମିସନ(NHRC)! ଆସିବ ୩ ଜଣିଆ ଟିମ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର...

Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି; ଏକକାଳୀନ ୧୦ ସ୍ଥାନରେ ଚଢ଼ାଉ ଜାରି

ମୟୂରଭଞ୍ଜ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ବେତନଟୀ R&B ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରବିନ୍ଦ...

B-1 Bomber Withdrawal: ବ୍ରିଟେନରୁ ହଟିଲା ଆମେରିକାର ୧୨ ଯୁଦ୍ଧବିମାନ, ଏୟାରବେସ୍‌ ଉପରେ ଷଡ଼ଯନ୍ତ୍ର ଆଶଙ୍କା

ନୂଆଦିଲ୍ଲୀ: ବ୍ରିଟେନର RAF Fairford ଏୟାରବେସ୍‌ରୁ ଆମେରିକା ତା’ର ସମସ୍ତ ୧୨ଟି B-1 ବମ୍ବର ବିମାନକୁ ହଟାଇ ନେଇଛି। ଏହି...

Sanjay Dutt On India: ‘ଦେଶରେ ପୂର୍ବଭଳି ଶାନ୍ତି ନାହିଁ’ ମନ୍ତବ୍ୟ ଦେଇ ଅଡୁଆରେ ବଲିଓଡ଼ ଷ୍ଟାର ସଞ୍ଜୟ ଦତ୍ତ, ବିବାଦ ବଢିବା ପରେ ରଖିଲେ ସ୍ପଷ୍ଟୀକରଣ

ମୁମ୍ବାଇ: ଭାରତକୁ ନେଇ ନିକଟରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ସଞ୍ଜୟ...

UCC in West Bengal: ବଙ୍ଗଳରେ ଲାଗୁ ହେବ Uniform Civil Code! ସୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ Uniform Civil Code (UCC) ଲାଗୁ କରିବାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ବଡ଼ ଘୋଷଣା...

Indian Navy Sailor Arrest: ପାକିସ୍ତାନୀ ଗୁପ୍ତଚରଙ୍କ ହନି-ଟ୍ରାପ୍‌ରେ ଫସିଲେ ନୌସେନା ନାବିକ, ଯାଞ୍ଚ ପରେ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ଜଣେ ଅପରେଟିଭ୍‌ଙ୍କୁ ସମୁଦ୍ର ସୁରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ନୌସେନାର...

Balapur Plastic Godown Fire: ବାଲାପୁରରେ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ, କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ତେଲେଙ୍ଗାନା: ସୋମବାର ଭୋରୁ ବାଲାପୁରର ନବୀଲ କଲୋନୀ ପଛପଟେ ଥିବା ଏକ ପ୍ଲାଷ୍ଟିକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।...

ASI Sukhchain Singh: ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ପୋଲିସ ଅଧିକାରୀଙ୍କୁ ଗୁଳିମାଡ଼

ପଞ୍ଜାବ: ଅମୃତସରର ଅଜନାଲା ତହସିଲରେ GRPରେ କାର୍ଯ୍ୟରତ ASI ସୁଖଚୈନ ସିଂହଙ୍କୁ ଗୁଳିମାଡ଼ ହୋଇଛି। ରିପୋର୍ଟ ଅନୁସାରେ, ଡ୍ୟୁଟି ସାରି...

Gyanesh Kumar Vigilance Probe: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ୨୦୦୬ର ମାମଲାରେ ପୁଣି ତଦନ୍ତ, ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ ପୂର୍ବ ଚାକିରି ସମୟର ଏକ ପୁରୁଣା...

Flydubai Flight 1073: ଜରୁରୀ ଲ୍ୟାଣ୍ଡିଂ ପୂର୍ବରୁ ଆତଙ୍କିତରେ ଥିଲେ ଯାତ୍ରୀ, ଭାଇରାଲ ଭିଡିଓରେ ସାମ୍ନାକୁ ଆସିଲା ବିମାନ ଭିତରର ଦୃଶ୍ୟ

ନୂଆଦିଲ୍ଲୀ: ଦୁବାଇରୁ ତେଲ୍‌ ଆଭିଭ୍‌ ଯାଉଥିବା Flydubai Flight 1073ରେ ସେପ୍ଟେମ୍ବର ୩୦ରେ ଘଟିଥିବା ଗୁରୁତର ଘଟଣା ପରେ ବିମାନ...