Featured Stories
Captain Smit Machchhar: ସାହସୀ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସହ କଥା ହେଲେ ମୋଦି! ସାହସ ଓ ଉପସ୍ଥିତ ବୁଦ୍ଧିର କଲେ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫ୍ଲାଏଦୁବାଇର କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସହ ଭିଡିଓ କଲ୍ରେ କଥା ହୋଇ ତାଙ୍କ...
ODI World Cup 2027: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ଟକ୍କର, ଆଇସିସି ଘୋଷଣା କଲା ବିଶ୍ୱକପ୍ ସୂଚୀ
ନୂଆଦିଲ୍ଲୀ: ODI World Cup 2027: ଆସନ୍ତା ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ର ସୂଚୀ ଆଇସିସି ଗୁରୁବାର, ଅକ୍ଟୋବର ୧ରେ...
Sourav Joshi: ଉତ୍ତରାଖଣ୍ଡରେ ସୌରଭ ଜୋଶୀଙ୍କୁ ଗାଳିଗୁଲଜ ଅଭିଯୋଗ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲ୍ଦୱାନୀରେ ୟୁଟ୍ୟୁବର ସୌରଭ ଜୋଶୀ ଓ ତାଙ୍କ ପରିବାର ସହ ଏକ ଗୋଷ୍ଠୀର ଲୋକ ଅସଦାଚରଣ କରିଥିବା...
Mizoram Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ PIB ଓ ଦୂରଦର୍ଶନର ୩ ଅଧିକାରୀଙ୍କ ମୃତ୍ୟୁ, ୨ ଆହତ
ମିଜୋରାମ: ମିଜୋରାମରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରକାରୀ ଗଣମାଧ୍ୟମ ସହ ଜଡ଼ିତ ୩ ଜଣ ଅଧିକାରୀଙ୍କ ମୃତ୍ୟୁ...
Omfed Milk price Hike: ଅକ୍ଟୋବର ୪ରୁ ବଦଳିବ ଓମଫେଡ୍ କ୍ଷୀରର ଦର, ଲିଟର ପିଛା ୨-୪ ଟଙ୍କା ବୃଦ୍ଧି
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୪ ତାରିଖରୁ ଓମଫେଡ୍ କ୍ଷୀରର ଦର ବୃଦ୍ଧି ପାଇବ। ବିଭିନ୍ନ ପ୍ରକାର କ୍ଷୀରର ମୂଲ୍ୟ ଲିଟର...
Hostel Students Cooking: ଗୁରୁକୁଳ ହଷ୍ଟେଲରେ ଛାତ୍ରଙ୍କୁ ରୋଷେଇ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ, ଘଟଣାର ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ହଷ୍ଟେଲରେ ଛାତ୍ରମାନଙ୍କୁ କେଉଁ ପ୍ରକାରର କାମ କରାଯାଉଛି, ତାହାକୁ ନେଇ...
Diveagar Beach Accident: ପୁଣେରୁ ପିକନିକ୍ରେ ଯାଇଥିବା ୮ ଛାତ୍ର ସମୁଦ୍ରରେ ବୁଡ଼ିଗଲେ, ଘଟଣାରେ ପୋଲିସର ତଦନ୍ତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଦିଭେଆଗର ବେଳାଭୂମିରେ ପିକନିକ୍ ସମୟରେ ଏକ ବଡ଼ ଅଘଟଣ ଘଟିଛି। ପୁଣେର ଏକ ଘରୋଇ...
Lovlina Borgohain Gold: ଏସିଆନ୍ ଗେମ୍ସରେ ଲଭଲିନାଙ୍କ ସ୍ୱର୍ଣ୍ଣିମ ବିଜୟ, ଚୀନ୍ର ବକ୍ସରଙ୍କୁ ୫-୦ରେ ହରାଇ ରଚିଲେ ଇତିହାସ
ନୂଆଦିଲ୍ଲୀ: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ୍ ଏସିଆନ୍ ଗେମ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୭୫ କେଜି...
Gandhi Jayanti 2026: ଗୋଟିଏ ତାରିଖରେ ଜନ୍ମ ନେଇଥିଲେ ଦୁଇ ମହାନ ନେତା, ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ମନେ ପକାଉଛି ଦେଶ
ଭୁବନେଶ୍ୱର: ଆଜି ଅକ୍ଟୋବର ୨। ଦେଶ ପାଳନ କରୁଛି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ। ଭାରତୀୟ...
Smit Machchhar Health: ଆହତ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସ୍ୱାସ୍ଥ୍ୟରେ ସୁଧାର, ହସ୍ପିଟାଲରେ ଭେଟିଲେ ଭାରତୀୟ ଦୂତାବାସ ଅଧିକାରୀ
ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ହେଉଥିବା ଜଣାପଡ଼ିଛି। ସାଉଦି ଆରବର...
Delhi Pink Patrol: ରାତିରେ ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ବଢ଼ିଲା ପୁଲିସ ପାଟ୍ରୋଲିଂ
ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ଦିଲ୍ଲୀ ପୁଲିସ ରାଜଧାନୀରେ ରାତିକାଳୀନ ପାଟ୍ରୋଲିଂ ବଢ଼ାଇଛି। ବିଶେଷକରି ରାତିରେ ମହିଳାମାନେ ଯାତାୟାତ...
Subhashree Death Case: ୭ ଦିନ ପରେ ବି ମିଳିନି ଶୁଭଶ୍ରୀଙ୍କ ମୃତଦେହ, ଜେଜେଙ୍କ ଏତଲା ପରେ ଘଟଣାକୁ ନେଇ ବଢ଼ିଲା ସନ୍ଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ୭ ଦିନ ବିତିଥିବା ବେଳେ...
