Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

Captain Smit Machchhar: କ୍ୟାପଟେନ ସ୍ମିତଙ୍କ ଆଶୁ ଆରୋଗ୍ୟ ପାଇଁ କାଶୀରୁ ସୋମନାଥ ଯାଏଁ ପ୍ରାର୍ଥନା, ହେଲା ବିଶେଷ ପୂଜା

ନୂଆଦିଲ୍ଲୀ : ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛାରଙ୍କ ଶୀଘ୍ର ସୁସ୍ଥତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ...

SIR Controversy: SIRକୁ ନେଇ CJPର ଆନ୍ଦୋଳନ ଘୋଷଣା, CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

SIR ପ୍ରକ୍ରିୟା ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP)...

Asian Games Hockey: ପାକିସ୍ତାନକୁ ୪-୩ରେ ହରାଇ ଫାଇନାଲରେ ଭାରତ, ଶେଷ ମୁହୂର୍ତ୍ତରେ ଅଭିଷେକଙ୍କ ଗୋଲ୍

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକିରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ। ରୋମାଞ୍ଚକର ସେମିଫାଇନାଲରେ...

Ujjain Kidnapping News: ଘର ବାହାରୁ ୨୫ ସେକେଣ୍ଡରେ ଯୁବତୀଙ୍କୁ କାରରେ ନେଇଗଲେ, CCTV ପରେ ଭାଇରାଲ୍ ଭିଡିଓରେ ଆସିଲା ନୂଆ ମୋଡ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଉଜ୍ଜୟିନରେ ୧୯ ବର୍ଷୀୟ ଜଣେ ଯୁବତୀଙ୍କୁ ଘର ବାହାରୁ କାରରେ ନେଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର...

LPG Price Hike: ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦାମ, ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶରେ କମର୍ସିଆଲ LPG ସିଲିଣ୍ଡରର ଦାମ ବଢ଼ିଛି। ୧୯ କିଲୋଗ୍ରାମ୍‌ର କମର୍ସିଆଲ ସିଲିଣ୍ଡର ଦାମ ବିଭିନ୍ନ...

Yasin Malik Money Laundering: ୮.୯୪ କୋଟି ଟଙ୍କାର ଅଭିଯୋଗ, ୟାସିନ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ପାକିସ୍ତାନରୁ କଥିତ ଭାବେ ହାୱାଲା ଚ୍ୟାନେଲ ଜରିଆରେ ବିଦେଶୀ ଅର୍ଥ ଆସିଥିବା ମାମଲାରେ ୟାସିନ ମଲିକଙ୍କ ସମେତ ୭...

Odisha Bandh: ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା, ୩ ପ୍ରମୁଖ ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଳନ ପାଇଁ ମିଳିତ ବିରୋଧୀ ଦଳଗୁଡ଼ିକ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରରେ ମଙ୍ଗଳବାର...

Asian Games Cricket: ଶ୍ରୀଲଙ୍କାକୁ ୧୨୪ ରନ୍‌ରେ ହରାଇଲା ଭାରତ, ସ୍ୱର୍ଣ୍ଣ ପାଇଁ ପାକିସ୍ତାନ ସହ ମୁକାବିଲା

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ପୁରୁଷ କ୍ରିକେଟ୍‌ରେ ଭାରତ ଦମଦାର ବିଜୟ ସହ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୧୨୪...

Lalbaugcha Raja Donation: ଲାଲବାଗଚା ରାଜା ପୂଜା ମଣ୍ଡପକୁ ମିଳିଛି ୬ କୋଟିରୁ ଅଧିକ ଦାନ! ନିଲାମ ହେବ ସୁନା-ରୁପା ଅଳଙ୍କାର

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ମଣ୍ଡପରେ ଚଳିତ ବର୍ଷ ଭକ୍ତମାନେ ବିପୁଳ ପରିମାଣରେ ଦାନ କରିଛନ୍ତି। ମଣ୍ଡପ...

UPSC Centenary: ୧୦୦ ବର୍ଷ ପୂରଣ କଲା UPSC, ଭାରତ ମଣ୍ଡପମ୍‌ରେ ଶତାବ୍ଦୀ ସମାରୋହରେ ମୋଦୀ

ନୂଆଦିଲ୍ଲୀ: ସଂଘ ଲୋକସେବା ଆୟୋଗ (UPSC) ଏହାର ୧୦୦ ବର୍ଷ ପୂରଣ କରିଛି। ଏହି ଅବସରରେ ଅକ୍ଟୋବର ୧ ତାରିଖରେ...

Chhatrapur Accident: ରାସ୍ତାକଡ଼ରେ ମିନି ବସ୍‌କୁ ପିଟିଲା ଟ୍ରକ, ସିରିଜ୍‌ ଦୁର୍ଘଟଣାରେ ଜଣେ ମୃତ; ୩ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି।...

Train Accident Averted: ଦୁଇ ଶିଶୁଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଲା ମା’ଙ୍କ ଜୀବନ, ଷ୍ଟେସନ ମାଷ୍ଟରଙ୍କ ତତ୍ପରତାରେ ଟଳିଲା ବଡ଼ ଦୁର୍ଘଟଣା

ରାୟପୁର: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ଉରକୁରା ଷ୍ଟେସନରେ ଜଣେ ମହିଳା ଟ୍ରେନ୍‌ ଚକା ତଳକୁ ଆସିବା ପୂର୍ବରୁ ତାଙ୍କ...