Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ସତର୍କ ସୂଚନା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଏକାଧିକ ରାଜ୍ୟ ପାଇଁ ପ୍ରବଳ ବର୍ଷା ଓ ଝଡ଼ବର୍ଷା ନେଇ...

୨୧ ଦିନର ଅନଶନ ପରେ ହସ୍ପିଟାଲରେ ସୋନମ ୱାଙ୍ଗଚୁକ; ସ୍ୱାସ୍ଥ୍ୟାବସ୍ଥା ଅବନତି ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ୨୧ ଦିନିଆ ଅନଶନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ...

ଆଜି ଇତିହାସ ରଚିବ ଭାରତ; ଶ୍ରୀହରିକୋଟାରୁ ଉଡ଼ିବ ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’

ନୂଆଦିଲ୍ଲୀ: ଭାରତୀୟ ମହାକାଶ କ୍ଷେତ୍ର ପାଇଁ ଆଜିର ଦିନ ଐତିହାସିକ ହେବାକୁ ଯାଉଛି। ହାଇଦ୍ରାବାଦ ଭିତ୍ତିକ ମହାକାଶ ଷ୍ଟାର୍ଟଅପ୍ ‘ସ୍କାଇରୁଟ୍...

ଗଗନଯାନ ମିଶନକୁ ବଡ଼ ଝଟକା! ଇସ୍ରୋର ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ଇସ୍ତଫା ପାଇଁ ଆବେଦନ !

ବାଙ୍ଗାଲୋର: ଭାରତର ମହତ୍ୱାକାଙ୍କ୍ଷୀ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ’ ସମେତ ଇସ୍ରୋର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପକୁ ନେଇ ଚିନ୍ତା...

ଶ୍ରୀହରିକୋଟାରୁ ଇତିହାସ ରଚିବ ‘ବିକ୍ରମ-୧’! ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟ୍ ଉତକ୍ଷେପଣ ପାଇଁ ପ୍ରସ୍ତୁତ

ଶ୍ରୀହରିକୋଟା: ଭାରତର ମହାକାଶ କ୍ଷେତ୍ରରେ ଆଉ ଏକ ଇତିହାସ ସୃଷ୍ଟି ହେବାକୁ ଯାଉଛି। ହାଇଦ୍ରାବାଦର ଘରୋଇ କମ୍ପାନୀ ସ୍କାଇରୁଟ୍ ଏରୋସ୍ପେସ୍...

ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ବଡ଼ ଆକ୍ସନ୍; ପୂର୍ବତନ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କଲା ଏସଆଇଟି

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମର ଦାନ ପାଣ୍ଠି ଚୋରି ମାମଲାରେ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍‌ (ଏସଆଇଟି) ବଡ଼ କାର୍ଯ୍ୟାନୁଷ୍ଠାନ...

ଭାରତର ପ୍ରାଚୀନ କଳାକୃତି ଫେରାଇବ ଅଷ୍ଟ୍ରେଲିଆ! ‘ବେଆଇନ ସମ୍ପଦ ରଖିବା ମଧ୍ୟ ଅପରାଧ’: ଟୋନି ବର୍କ

ଅଷ୍ଟ୍ରେଲିଆ: ଭାରତର ପ୍ରାଚୀନ କଳାକୃତିଗୁଡ଼ିକୁ ଫେରାଇବ ଅଷ୍ଟ୍ରେଲିଆ | ଏନେଇ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ସରକାର...

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ରାଜନୀତି ସରଗରମ! କେଉଁ ସବୁ ବିଲ୍ ପାରିତ ହେବ ଏଥର ଜାଣନ୍ତୁ…

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବାକୁ...

ଦାନ ହୁଣ୍ଡି ଚୋରି ପରେ ବଦଳିଲା ରାମ ମନ୍ଦିରର ନିୟମ; ଦୁଇ-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ, ପକେଟ୍‌ଥିବା ୟୁନିଫର୍ମକୁ ନା!

ଉତ୍ତରପ୍ରଦେଶ: ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଦାନ ଚୋରି ଅଭିଯୋଗର ତଦନ୍ତ ଏବେ ବି ଜାରି ରହିଛି। ଏହି ଘଟଣା ପରେ...

ଆନ୍ଧ୍ରପ୍ରଦେଶରେ ପୁଣି କରୋନା ଭୟ!୪ ଜଣଙ୍କ ମୃତ୍ୟୁ,୧୨ ସଂକ୍ରମିତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ପୁଣିଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁସାରେ,...

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା ପରେ ଦେଖାଇଲା ଶକ୍ତି

ପାକିସ୍ତାନ: ପାକିସ୍ତାନରେ ବଲୁଚିସ୍ତାନକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଏକପଟେ ବଲୁଚିସ୍ତାନକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରାଯାଇଥିବା...

ପ୍ରେମିକ ପାଇଁ ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ ହତ୍ୟା! ସମିତା ସହ ୩ ଗିରଫ

ବିହାର: ପ୍ରେମ ସମ୍ପର୍କ ପାଇଁ ସ୍ୱାମୀଙ୍କୁ ହତ୍ୟା! ବିହାରର କଟିହାରରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପୁଲିସ...