Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

୩୫ ପ୍ରତିଶତ ରେଜଲ୍ଟରେ ବି ଖୁସି ପୁରା ପରିବାର; ଏମିତି ମନେଇଲେ ଖୁସି

ମୁମ୍ବାଇ: ସାଧାରଣତଃ ସବୁ ଅଭିଭାବକ ନିଜ ପିଲାଙ୍କ ସଫଳତାକୁ ନେଇ ବେଶ୍‌ ଉତ୍ସାହିତ ହୋଇଥାନ୍ତି। ସବୁ ବାପା ମା ଚାହାନ୍ତି...

ପିଏମ ମୋଦୀଙ୍କ ବିରୋଧରେ ହେଟ୍ ସ୍ପିଚରେ ସାମିଲ୍ ନଥିଲେ ରେସଲର, ଦିଲ୍ଲୀ ପୋଲିସ ଦେଲା କ୍ଲିନ ଚିଟ୍

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦିଆଯାଇଥିବା ଆପତ୍ତିଜନକ ନାରା ମାମଲାରେ...

ଜୁନ ୨୩ରେ ବିରୋଧୀ ଏକତାଙ୍କ ପ୍ରଥମ ବୈଠକ, ଯୋଗ ଦେବେ ରାହୁଲ-ଖଡ଼ଗେ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଦୃଢ ମେଣ୍ଟ ଗଠନ ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ...

ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ମିଳିଛି ହତ୍ୟା ଧମକ। ଏ ନେଇ ଅଭିଯୋଗ କରିଛନ୍ତି...

ଯିଏ ଆପଣଙ୍କୁ ମନ୍ତ୍ରୀ କରିଛନ୍ତି, ସେ ହିଁ ଆରମ୍ଭ କରିଛନ୍ତି, ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ନେଇ ଏସ ଜୟଶଙ୍କର ଦେଇଥିବା ବୟାନରେ କ୍ଷୁବ୍ଧ କଂଗ୍ରେସ ପାର୍ଟି। ବୈଦେଶିକ ମନ୍ତ୍ରୀଙ୍କ ଉପରେ ଦଳ...

ଋଷ-ୟୁକ୍ରେନ୍‌ ଯୁଦ୍ଧ; ସବୁଠୁ ବଡ ଡ୍ୟାମ୍‌ ଭାଙ୍ଗିଲା ଋଷ, ୟୁକ୍ରେନ୍‌ରେ ଭୟଙ୍କର ବନ୍ୟା ବିପର୍ଯ୍ୟୟ

ନୂଆଦିଲ୍ଲୀ: ୟୁକ୍ରେନରେ ପ୍ରଳୟଙ୍କରୀ ବନ୍ୟା। ଋଷ-ୟୁକ୍ରେନ ଯୁଦ୍ଧରେ ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିବା ପରେ ୟୁକ୍ରେନରେ ମାଡିଆସିଛି ଅତି...

ଅନୁକମ୍ପାରେ ଏମିତିରେ ମିଳିବନି ଚାକିରି, ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନୁକମ୍ପା ଆଧାରରେ ମିଳୁଥିବା ଚାକିରିରେ ଆବଶ୍ୟକତା ଯୋଗ୍ୟତା ରହିବା ଜରୁରୀ। ଏମିତି ନାହିଁ ଯେ, ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା...

ଦେଶରେ ବଢିବ ଏମବିବିଏସ ସିଟ୍ ସଂଖ୍ୟା; ତିଆରି ହେବ ୫୦ଟି ନୂଆ ମେଡିକା‌ଲ କଲେଜ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ମେଡିକାଲ କଲେଜ ଏବଂ ଏମବିବିଏସର ସିଟ୍‌ ବୃଦ୍ଧି ହେବ। ଚଳିତ ବର୍ଷ ୩୦ ଟି...

ଏଣିକି ପାଶ୍ଚାତ୍ୟ ପୋଷାକ ପିନ୍ଧି ମନ୍ଦିରକୁ ଯାଇପାରିବେନି ଭକ୍ତ

ନୂଆଦିଲ୍ଲୀ: ହରିଦ୍ୱାରରେ ଥିବା ମନ୍ଦିରଗୁଡ଼ିକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ପ୍ରବେଶ କରିବା ମନା। ଛୋଟ ପୋଷାକ ପିନ୍ଧିଥିଲେ ମନ୍ଦିର ଭିତରକୁ...

ଅଚଳ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟୀକରଣ ରଖିଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଗତକାଲି ଆରବିଆଇ ଗଭର୍ଣ୍ଣର ରେପୋ ରେଟ ଅପରିବର୍ତ୍ତିତ ରହିବା ନେଇ ବଡ ଘୋଷଣା କରିଥିଲେ। ଯାହା ସାଧାରଣ ଲୋକଙ୍କ...

୬ ବର୍ଷ ବୟସରେ ବିଶ୍ବ ଚାମ୍ପୟନ ହେଲେ ପ୍ରୟାଗରାଜର ଅନୁପ୍ରିୟା

ପ୍ରୟାଗରାଜ : ସଙ୍ଗମ ନଗରୀ ପ୍ରୟାଗରାଜର ଜଣେ ୬ ବର୍ଷର ଝିଅ ଚେସ୍‌ରେ ବିଶ୍ୱ ଚାମ୍ପିୟନ୍‌ ହୋଇ ସଫଳତା ହାସଲ...

ଆସନ୍ତା ୫ ବର୍ଷରେ ଦେଶରେ ହେବ ୨୦୦ରୁ ଅଧିକ ବିମାନବନ୍ଦର

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୦୦ରୁ...