Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ଅଫିସ ନ ଆସିଲେ କର୍ମଚାରୀଙ୍କୁ ମିଳିବ ନାହିଁ ଦରମା, ଏହି ସରକାର ଲାଗୁ କଲେ ‘କାମ ନାହିଁ, ବେତନ ନାହିଁ’ ନିୟମ

ଇମ୍ଫାଲ: ମଣିପୁର ସରକାର ଅଫିସ ନ ଆସିଲେ କର୍ମଚାରୀଙ୍କ ପାଇଁ ‘କାମ ନାହିଁ, ବେତନ ନାହିଁ’ ନିୟମ ଲାଗୁ କରିବାକୁ...

ନ୍ୟୁୟର୍କରେ ଏବେ ଦୀପାବଳିରେ ସ୍କୁଲ ରହିବ ଛୁଟି, ମେୟର କହିଲେ-ଭାରତୀୟ ସମୁଦାୟ ପାଇଁ ବଡ଼ ବିଜୟ

ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଏଥର ଦୀପାବଳି ଦିନ ସ୍କୁଲ ଛୁଟି ରହିବ। ଅଧିକାରୀ ଏହାର ଘୋଷଣା କରି ଭାରତୀୟ ସମୁଦାୟ...

ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ବଡ଼ ଝଟକା, କଂଗ୍ରେସରେ ମିଶିଲେ ୩୫ ନେତା

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଭାରତ ରାଷ୍ଟ୍ର ସମିତିକୁ ବଡ଼ ଝଟକା ଦେଇଛି। ତେଲେଙ୍ଗାନା ସରକାରରେ ମନ୍ତ୍ରୀ...

ଟାର୍ଗେଟରେ ସଲମାନ୍‌; ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ

ମୁମ୍ବାଇ: ଗତ ବର୍ଷ ଲୋକପ୍ରିୟ ପଞ୍ଜାବୀ ରାପର ସିଦ୍ଧୁଙ୍କୁ ତାଙ୍କ ଗାଁ ଠାରୁ କିଛି କିଲୋମିଟର ଦୂରରେ ଥିବା ମାନସାରେ...

ଶାହାରୁଖ୍‌ଙ୍କ ଗୀତରେ ହ୍ବାଇଟ ହାଉସ୍‌ରେ ମୋଦୀଙ୍କୁ ସ୍ବାଗତ; ଭାଇରାଲ ହେବାରେ ଲାଗିଛି ଶାହାରୁଖ୍‌ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଇଥିଲେ। ହ୍ବାଇଟ ହାଉସ୍‌ରେ ମୋଦୀଙ୍କୁ ଶାହରୁଖ ଖାନଙ୍କ ଅଭିନୀତ...

ପିଏମ ମୋଦୀଙ୍କ ବିପକ୍ଷରେ କିଏ ହେବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଜବାବ ଦେଲେ ପାଓ୍ଵାର

ପୁଣେ: ପାଟନାରେ ନିକଟରେ ସଂପନ୍ନ ବିରୋଧୀ ବୈଠକରେ କଣ କଣ ଆଲୋଚନା ହୋଇଛି ଧିରେ ଧିରେ ଏହାର ଖୁଲାସା ହେବାରେ...

ହିମାଚଳରେ ଅଚାନକ ବାଦଲଫଟା ବର୍ଷାକୁ ଭୂସ୍ଖଳନ ; ଫସି ରହିଛନ୍ତି ୨୦୦ରୁ ଅଧିକ ପର୍ଯ୍ୟଟକ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ବାଗିପୁଲ ଅଞ୍ଚଳରେ ଜଳପ୍ରଳୟ। ସେଠାରେ ବନ୍ୟା ପରିସ୍ଥିତି ଯୋଗୁଁ ଅଧାରୁ ଅଟକିଛନ୍ତି...

ଥମୁନି ମଣିପୁର ହିଂସା; ୧୨ ବଙ୍କର ଧ୍ବଂସ, ୧୩୫ ଗିରଫ, ୬ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ: ଗତ ୨୪ ଘଣ୍ଟା ମଧ୍ୟରେ ହିଂସା ପ୍ରଭାବିତ ମଣିପୁରର ଉଗ୍ରବାଦୀଙ୍କ ଦ୍ବାରା ବିଭିନ୍ନ ଜିଲ୍ଲାରେ ନିର୍ମିତ ହୋଇଥିବା ୧୨ଟି...

ସେକ୍ସ କରିବା ଠିକ୍ କି ଭୁଲ୍ ୧୬ ବର୍ଷୀୟ କିଶୋରୀ ନିଷ୍ପତ୍ତି ନେବାକୁ ସକ୍ଷମ; ପୋକ୍ସୋ କେସକୁ ଖାରଜ କଲେ ହାଇକୋର୍ଟ

ସିଲଙ୍ଗ: ମେଘାଳୟ ହାଇକୋର୍ଟ ଜଣେ ଯୁବକ ଉପରେ ପୋକ୍ସୋ ଆକ୍ଟ ଆଧାରରେ ରୁଜୁ କେସକୁ ଖାରଜ କରି ତାଙ୍କୁ ମୁକ୍ତ...

ଦିଲ୍ଲୀରେ ୧୦% ମହଙ୍ଗା ହୋଇପାରେ ବିଜୁଳି, DERC ନୂତନ ଦରକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଜୁଳି ମହଙ୍ଗା ହୋଇପାରେ। ବିଜୁଳି ଯୋଗାଣକାରୀ କମ୍ପାନୀଗୁଡ଼ିକୁ ପାଓ୍ଵାର ପରଚେଜ୍ ଚୁକ୍ତି ଅନୁସାରେ ବିଜୁଳି କ୍ରୟ...

ଆନ୍ଦୋଳନରୁ ଓହରିଲେ କୁସ୍ତିଯୋଦ୍ଧା; ଏବେ ରାସ୍ତାରେ ନୁହେଁ କୋର୍ଟରେ ହେବ ଲଢେଇ

ନୂଆଦିଲ୍ଲୀ: ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କଲେ କୁସ୍ତିଯୋଦ୍ଧା। ଦୀର୍ଘ ୫ ମାସ ଧରି ଚାଲିଥିଲା ଆନ୍ଦୋଳନ। ଭାରତୀୟ କୁସ୍ତିସଂଘ...

ଅଗଷ୍ଟ ୧୬ରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ଆରମ୍ଭ

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ଆରମ୍ଭ ହେବ ପାଠପଢା। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ୧୬ ତାରିଖରୁ ପାଠପଢା ଆରମ୍ଭ...