National & International News in Odia
ବଦଳିବ ଭାରତୀୟ ଆର୍ମିର ଡ୍ରେସ କୋଡ; ଅଗଷ୍ଟ ୧ରୁ ହେବ ଲାଗୁ
ନୂଆଦିଲ୍ଲୀ: ବଦଳିବ ଭାରତୀୟ ସେନାର ଡ୍ରେସ୍ କୋଡ। ଭାରତୀୟ ସେନାରେ ନିଯୁକ୍ତି ନିର୍ବିଶେଷରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀର ଅଧିକାରୀଙ୍କ...
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଇସଲାମାବଦ: ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦୀ ହାଇକୋର୍ଟ ବାହାରେ ଗିରଫ...
୨୦୨୭ ସୁଦ୍ଧା ବନ୍ଦ ହୋଇଯିବ ଦେଶର ସମସ୍ତ ଡିଜେଲ ଚାଳିତ ଗାଡି!
ନୂଆଦିଲ୍ଲୀ: ପୂର୍ବରୁ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ରହିଥିଲା । ତା’ପରେ ଲୋକମାନେ ପେଟ୍ରୋଲ ବଦଳରେ...
ସଞ୍ଜୟ ରାଉତଙ୍କୁ କ’ଣ ଜଣା, ସାମନାରେ ପ୍ରକାଶିତ ସଂପାଦକୀୟ ଉପରେ ଦୃଢ ଜବାବ ଦେଲେ ଶରଦ ପାଓ୍ଵାର
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡିର ସହଯୋଗୀ ଦଳ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି। ଏହାର ସଦ୍ୟତମ ଘଟଣା ଉଦ୍ଧବ...
୧୫ ଦିନ ପରେ ପ୍ରଥମ ଥର ମ୍ୟାଟକୁ ଓହ୍ଲାଇଲେ ରେସଲର, ଏସୀୟ କ୍ରୀଡା ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: ଦେଶର ଖ୍ୟାତାନାମ କୁସ୍ତିଯୋଦ୍ଧାମାନେ ଏପ୍ରିଲ ୨୩ରୁ ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ସେମାନଙ୍କର ଖାନା-ପିନା ଏବଂ ଶୋଇବା ସବୁ...
ସୋନିଆ ଗାନ୍ଧୀ ନୁହନ୍ତି, ବସୁନ୍ଧରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନେତା: ଗେହଲଟଙ୍କ ଉପରେ ବର୍ଷିଲେ ପାଇଲଟ୍
ଜୟପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ଵାରା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ନେଇ କରିଥିବା ଟିପ୍ପଣୀ ପରେ ରାଜସ୍ଥାନ ରାଜନୀତି...
‘ମୋତେ ଧମକ ଦିଅନ୍ତୁ ନାହିଁ’, ସୁପ୍ରିମକୋର୍ଟରେ ସିନିୟର ଜଜ୍ ଏବଂ ଆଡଭୋକେଟଙ୍କ ମଧ୍ୟରେ କଥା କଟାକଟି
ନୂଆଦିଲ୍ଲୀ: ଗୁଜରାଟରେ ଜିଲ୍ଲା ଜଜଙ୍କ ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ବିଚାରପତି ଏବଂ ବରିଷ୍ଠ...
ସୁପ୍ରିମକୋର୍ଟରେ ପହଞ୍ଚିଲା ଦ କେରଳ ଷ୍ଟୋରୀ ବିବାଦ; ୧୫ରେ ଶୁଣାଣି
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’ କୁ ନେଇ ବିବାଦ ଲାଗି ରହିଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନିକଟରେ...
ଦ କେରଳ ଷ୍ଟୋରୀ; ୟୁପିରେ ଟ୍ୟାକ୍ସ ଫ୍ରି, ପଶ୍ଚିମବଙ୍ଗରେ ବ୍ୟାନ୍
ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାଁ ଧରୁନି। ଫିଲ୍ମକୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍...
କର୍ଣ୍ଣାଟକ ନିର୍ବାଚନ; ସୋନିଆଙ୍କ ବୟାନକୁ ତେଜୁଛି ରାଜନୀତି; କଂଗ୍ରେସକୁ ନିର୍ବାଚନ କମିଶନରଙ୍କ ନୋଟିସ୍
ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକ ନିର୍ବାଚନ। ସରିଛି ନିର୍ବାଚନୀ ପ୍ରଚାର। ତେବେ ପ୍ରଚାର ସମୟରେ ସୋନିଆ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଏବେ...
ଆଜିଠୁ ପ୍ରବଳ ବର୍ଷା; ୧୨ ତାରିଖରୁ ବଦଳାଇବ ଗତି
ଭୁବନେଶ୍ବର: ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ। ଆସନ୍ତାକାଲି ବାତ୍ୟା ରୂପ ନେଇପାରେ ଲଘୁଚାପ। ୧୨ ତାରିଖ...
ପୁଣି ନିରାଶ ହେଲେ ମନୀଷ ସିସୋଦିଆ; ୨୩ ଯାଏ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ: ପୁଣି ଥରେ ନିରାଶ ହେଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ...
