National & International News in Odia
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ପାଇଁ ଅନୁମତି ଦେଲେନି କେନ୍ଦ୍ର ସରକାର!
ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ ହୋଇଛି। କେନ୍ଦ୍ର ସରକାର ଆମେରିକା ଗସ୍ତ ପାଇଁ...
ତାମିଲନାଡୁରେ ସରକାରୀ କାର୍ ଯୋଜନାକୁ DMKର ବୟକଟ୍, ୫୯ ବିଧାୟକ ନେବେନି ନୂଆ ଗାଡ଼ି
ତାମିଲନାଡୁ: ତାମିଲନାଡୁ ବିଧାନସଭାରେ ବିଧାୟକମାନଙ୍କ ପାଇଁ ନୂଆ ସରକାରୀ ଗାଡ଼ି ଯୋଗାଇବା ପ୍ରସ୍ତାବକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ରାଜ୍ୟ...
ବୃଦ୍ଧଙ୍କ ସହ ବିବାହ ପାଇଁ ୩ ଲକ୍ଷରେ ବିକ୍ରି ଉଦ୍ୟମ! ବିରୋଧ କରିବାରୁ ଯୁବତୀଙ୍କୁ ଫୁଟନ୍ତା ପାଣିରେ ପୋଡ଼ିବା ଅଭିଯୋଗ
ଫରିଦାବାଦ: ଫରିଦାବାଦରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ବୃଦ୍ଧ ବ୍ୟକ୍ତିଙ୍କ ସହ ବିବାହ କରାଇବା ପାଇଁ ୩ ଲକ୍ଷ ଟଙ୍କାରେ...
YS ଜଗନମୋହନ ରେଡ୍ଡୀଙ୍କ ସମ୍ପର୍କୀୟଙ୍କ ନାମରେ ବେଆଇନ ଆର୍ଥିକ କାରବାର ଅଭିଯୋଗ, ତେଲଙ୍ଗାନା-ଆନ୍ଧ୍ରର ୧୦ ସ୍ଥାନରେ EDର ଚଢ଼ାଉ
ଆନ୍ଧ୍ରପ୍ରଦେଶ: ବେଆଇନ ଆର୍ଥିକ କାରବାର ସହ ଜଡ଼ିତ ଏକ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୧୦ଟି...
‘ବନ୍ଦେ ମାତରମ୍’କୁ ନେଇ କଙ୍ଗନା-ଶର୍ମିଳା ମଧ୍ୟରେ ତୀବ୍ର ହୋଇଛି ବିବାଦ!
ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’କୁ ନେଇ ବଲିଉଡ୍ରେ ମତଭେଦ ତୀବ୍ର ହୋଇଛି। ଭେଟେରାନ୍ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ମନ୍ତବ୍ୟକୁ ନେଇ ଅଭିନେତ୍ରୀ...
ଗାନ୍ଧୀଜୀଙ୍କ ୬୮୮ ହସ୍ତଲିଖିତ ବାର୍ତ୍ତାର ଐତିହାସିକ ନିଲାମ! ୧୬.୨୦ କୋଟିରେ ହେଲା ବିକ୍ରି
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହସ୍ତଲିଖିତ ୬୮୮ଟି ଦୈନିକ ଚିନ୍ତନ ଓ ବାର୍ତ୍ତାର ଦୁର୍ଲଭ ସଂଗ୍ରହ ‘A Thought for the...
ଗୁଜରାଟରେ ହୃଦୟବିଦାରକ ଘଟଣା: ବସ୍ର ହାଇଡ୍ରୋଲିକ୍ ଗେଟ୍ରେ ବେକ ଫସି ୭ ବର୍ଷର ଶିଶୁର ମୃତ୍ୟୁ
ଗୁଜରାଟ: ଗୁଜରାଟର ଭଦୋଦରାରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଏକ ମରାମତି ଗ୍ୟାରେଜ୍ରେ ରଖାଯାଇଥିବା ଏକ ଲକ୍ଜୁରୀ ବସ୍ର ହାଇଡ୍ରୋଲିକ୍...
କର୍ଣ୍ଣାଟକର ୩୬ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ଯାଞ୍ଚ; ମିଳିଲା ମିଆଦ ପୁରୁଣା କ୍ଷୀର-ଦହି, ଅସ୍ୱାସ୍ଥ୍ୟକର ଖାଦ୍ୟ
କର୍ଣ୍ଣାଟକ: କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିଛି।...
ଗୁଜରାଟରେ ବିଷାକ୍ତ ମଦ ପିଇ ୭ ମୃତ, ୩୦ରୁ ଅଧିକ ଅସୁସ୍ଥ; ୧୨ ଅଟକ
ଗୁଜରାଟ: ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ...
ଏମ୍ସର ବଡ଼ ଭୁଲ୍! HIV ନେଗେଟିଭ୍ ରୋଗୀଙ୍କୁ ରେକର୍ଡରେ ଦର୍ଶାଇଥିଲେ ପଜିଟିଭ୍, ଦେବେ ୬୦ ହଜାର ଟଙ୍କା
ଭୁବନେଶ୍ୱର: ଏଚ୍ଆଇଭି ନେଗେଟିଭ୍ ଥିବା ଜଣେ ରୋଗୀଙ୍କୁ ଭୁଲ୍ରେ HIV ପଜିଟିଭ୍ ଦର୍ଶାଇବା ମାମଲାରେ ଏମ୍ସ ଋଷିକେଶକୁ ଝଟକା ଲାଗିଛି।...
ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡକୁ ଚ୍ୟାଲେଞ୍ଜ୍ କଲେ ତରୁଣ ତେଜପାଲ, ସୁପ୍ରିମକୋର୍ଟରେ ଦାଖଲ କଲେ ଆବେଦନ
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍...
ଲକ୍ଷ୍ନୌରେ ଚାଞ୍ଚଲ୍ୟ: ICICI ବ୍ୟାଙ୍କ ସମ୍ମୁଖରେ ପତ୍ନୀଙ୍କୁ ଗୁଳି, ଘରେ ଭଉଣୀଙ୍କୁ ହତ୍ୟା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା
ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତୀନଗର ଅଞ୍ଚଳରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏସ୍ବିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜ ପତ୍ନୀଙ୍କୁ...
