Odisha News
୨୦୨୪ରେ ବିଜେପି ୧୦୦ ଆସନ ଜିତିବ, ମୁଁ ବାଲେଶ୍ଵରରୁ ଲଢିବି: ଖାରବେଳଙ୍କ ବଡ଼ ମନ୍ତବ୍ୟ
ଭୁବନେଶ୍ଵର: ନିର୍ବାଚନ ଋତୁ ପାଖେଇ ଆସିଲାଣି। ଆଉ କେଇଟା ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା...
ସାଂସଦ ସୁରେଶ ପୂଜାରୀଙ୍କ ପାଇଁ ବଡ଼ କଣ୍ଟା ମୂରଲୀକ୍ରୀଷ୍ଣା, ବରଗଡ଼ରେ କାହାକୁ ପ୍ରାର୍ଥୀ କରିବ ବିଜେପି ?
ବରଗଡ଼: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖା ଗଲାଣି। ବିଶେଷ...
ସ୍ଥଳଭାଗ ଆଡ଼େ ମୁହାଁଉଛି ମିଗଜୋମ, ଗଜପତି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ଵର: ଉଗ୍ରରୂପ ଧାରଣ କରି ସ୍ଥଳଭାଗ ଆଡ଼େ ମୁହାଁଇଲା ବାତ୍ୟା ମିଗଜୋମ। ଆଗାମୀ ୩ ଘଣ୍ଟାରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ...
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ କରି ବିଜୟର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ଚମକପ୍ରତଦ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ...
ଭୀଷଣ ବାତ୍ୟାର ରୂପ ନେଲା ମିଗଜୋନ, ଦକ୍ଷିଣ ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଷା !
ଭୁବନେଶ୍ଵର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ମିଗଜୋନ। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିମି ବେଗରେ...
ମୋଦିଙ୍କ ମେଲୋଡି ଫୋଟୋ ଭାଇରାଲ #Melodi
ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭେଟିଥିଲେ। ଏହି...
ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି, ବେଆଇନ ସଂପତ୍ତି ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ
କଟକ: ପୋଲିସ ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ...
ଅଧାରେ ରହିଗଲା ତାରିଣୀଦର୍ଶନ, ଟ୍ରକକୁ ଧକ୍କା ଦେଲା ଭ୍ୟାନ, ୮ ଜଣ ମୃତ
ଘଟଗାଁ: ଅଧାରେ ରହିଗଲା ତାରିଣୀଦର୍ଶନ। ଘଟଗାଁରେ ପହଞ୍ଚିବା ପୂର୍ବରୁ ସବୁ କିଛି ଓଲଟପାଲଟିଗଲା। ମାଆ ତାରିଣୀଙ୍କ ସକାଳ ଦର୍ଶନ ଅଧାରେ...
ଭିଜିଲାନ୍ସ ଚଢାଉ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଲେ ଜେଇ
ଭୁବନେଶ୍ଵର: ଭିଜିଲାନ୍ସ ରେଡ୍ ବେଳେ ଘର ଛାତ ଡେଇଁ ଚମ୍ପଟ ମାରିଲେ ଜୁନିୟର ଇଞ୍ଜିନିୟର(ଜେଇ)। ଭୁବନେଶ୍ଵର ଜାଗମରା ସ୍ଥିତ ଘରେ...
ଶୁକ୍ରବାର ବାତ୍ୟାର ରୂପ ନେବ ଲଘୁଚାପ, ୫ ଓ ୬ରେ ଏହି ସବୁ ଜିଲ୍ଲାରେ ବର୍ଷା !
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୁତ ହୋଇ ଶୁକ୍ରବାର ଏହା ଗଭୀର ଅବପାତରେ ପରିଣତ ହେବ। ପରେ ଉତ୍ତର...
ଦାନା ବାନ୍ଧୁଛି ବାତ୍ୟା, ୭ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି
ଭୁବନେଶ୍ଵର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର(ଏସଆରସି) ୭ ଜିଲ୍ଲାପାଳଙ୍କୁ...
ଶ୍ରୀମନ୍ଦିରରେ ଦ୍ଵିତୀୟ ଦିନରେ ହେବ ଲେଜର ସ୍କାନିଂ, ନାଟ ମଣ୍ଡପର ମରାମତି କାମ ଆରମ୍ଭ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରେ ମଙ୍ଗଳବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ମଙ୍ଗଳବାର ୩୭ଟି ସ୍ଥାନର...
