Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ବ୍ରହ୍ମପୁରରେ ପୁଣି ରକ୍ତରଞ୍ଜିତ ଆକ୍ରମଣ, ରାସ୍ତା ଉପରେ ଯୁବକଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ସହରରେ ଅପରାଧୀଙ୍କ ଦୌରାତ୍ମ୍ୟ କମିବାର ନାଁ ନେଉନି। ସପ୍ତାହକ ମଧ୍ୟରେ ଦୁଇଟି ପୋଲିସ ଏନକାଉଣ୍ଟର୍ ହୋଇଥିଲେ ମଧ୍ୟ ଅପରାଧୀମାନେ...

ସ୍ବଧର୍ମକୁ ଫେରିବାକୁ ଅଜବ ପରମ୍ପରା! ସୁଡ଼ଙ୍ଗରେ ପଶି କାନ୍ଦିକାନ୍ଦି ବାହାରିଲେ ପରିବାର

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ର ଡୁଙ୍ଗୁରୁଡ଼ିହି ଗାଁରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଆଦିବାସୀ ପରମ୍ପରା। ସ୍ବଧର୍ମକୁ ଫେରିବା ପାଇଁ...

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର୍! ପୋଲିସ ଗୁଳିରେ ଆହତ ହେଲା ଜଗା

ବ୍ରହ୍ମପୁର ଜିଲ୍ଲାରେ ପୁଣି ଏକ ପୋଲିସ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି...

ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍‌ ତଥା ଶିକ୍ଷାବିତ୍‌ ଡକ୍ଟର ମହେନ୍ଦ୍ର ମିଶ୍ର

ନୂଆ ଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ...

ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍! ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍

ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଭୟଙ୍କର ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି। କଟକ-ପୁରୀ ବାଇପାସ୍ ରୋଡ୍‌ର ପାଣ୍ଡରା...

ଆନ୍ଧ୍ରରୁ ଓଡ଼ିଶାକୁ ଆସୁଛି ‘ପାଗଳ କୁକୁର’! ଆତଙ୍କରେ ଗାଁ ଲୋକେ, ଆଇନଜୀବୀ କହିଲେ- ଲାଗିବ ଦଫା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ମହାନଳା ଗାଁରେ ପାଗଳ କୁକୁରଙ୍କ ଆତଙ୍କ ଏବେ ଚରମ ସୀମାରେ ପହଞ୍ଚିଛି। ଗ୍ରାମବାସୀ ଭୟଭୀତ...

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଶାନ୍ତ ଜଗଦ୍ଦେବ! କହିଲେ- “ମୋ ରାଜନୈତିକ ଜୀବନରେ ତାଙ୍କ ଅବଦାନ ଅଛି”

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ଆକର୍ଷଣୀୟ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳ...

ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ! ବଦଳିଲେ ୧୮ IPS ଓ OPS ଅଧିକାରୀ

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟର ୧୮ ଜଣ ବରିଷ୍ଠ...

କକ୍ରୋଚ୍ ଜନତା ପାର୍ଟିକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ! କହିଲେ- ‘୨ କୋଟି ଲୋକଙ୍କ ଅସନ୍ତୋଷ ସରକାର ପାଇଁ ଚିନ୍ତାର ବିଷୟ’

ଭାରତୀୟ ରାଜନୀତିରେ “କକ୍ରୋଚ୍ ଜନତା ପାର୍ଟି” (CJP)କୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ଏହାକୁ ନେଇ ଜନ ସ୍ୱରାଜ ଦଳର...

ତ୍ବିଶା ଶର୍ମା ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ! ୨୫ରେ ହେବ ଶୁଣାଣି, ସ୍ୱାମୀ ସମର୍ଥ ୭ ଦିନିଆ ପୋଲିସ ହାଜତରେ

ବହୁଚର୍ଚ୍ଚିତ ମଡେଲ ଓ ପୂର୍ବତନ ‘ମିସ୍‌ ପୁଣେ’ ତ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ...

ସୋନପୁର ହୋଟେଲରେ ସେକ୍ସ ରାକେଟ୍ ଠାବ! ୫ ଯୁବତୀ ଉଦ୍ଧାର, ୭ ଗ୍ରାହକ ଅଟକ

ସୋନପୁର ସହରର ବିନିକା ରାସ୍ତାରେ ଥିବା ଏକ ହୋଟେଲରେ ପୋଲିସ ଚଢ଼ାଉ କରି ବଡ଼ ଧରଣର ସେକ୍ସ ରାକେଟ୍ ଠାବ...

CBSE ପୋର୍ଟାଲରେ ବଡ଼ ତ୍ରୁଟି! ଖାତା ପୁନଃ ମୂଲ୍ୟାୟନ ପାଇଁ ଚାହୁଁଛି ୬୯ ହଜାର ଟଙ୍କା

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ...