Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ଟ୍ରାଇଡେଣ୍ଟ ଗାଲାକ୍ସିର ବାସିନ୍ଦାମାନେ ବିଲ୍ଡରଙ୍କ ଦ୍ୱାରା କଥିତ ଜବରଦଖଲ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି

ଭୁବନେଶ୍ୱର ପାଇକରାପୁରର ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟର ବାସିନ୍ଦାମାନେ ବିଲ୍ଡରଙ୍କ ଦ୍ୱାରା ସାଧାରଣ କ୍ଷେତ୍ରର ଅପବ୍ୟବହାର ବିରୁଦ୍ଧରେ ସେମାନଙ୍କର ହତାଶା ଏବଂ...

ପରିବା କମିଲା, ଅଟା, ଚିନି, ସୁଜି, ନଡ଼ିଆ ତେଲ ମହଙ୍ଗା

କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା। ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି।...

ବି.ଏଡ୍‌ ପାଠ୍ୟକ୍ରମ; ଆସନଠୁ ୪୭ଗୁଣା ଅଧିକ ଆଶାୟୀ

ରାଜ୍ୟରେ ବିଏଡ୍‌ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ବେ ଶିକ୍ଷାନୁଷ୍ଠାନ ଏବଂ ସିଟ୍‌ ସଂଖ୍ୟା...

ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ। ଲବଙ୍କ ପତ୍ନୀ ଆସିଲେ ସାମ୍ନାକୁ। ଆଉ ଆଣିଲେ ସାଂଘାତିକ ଅଭିଯୋଗ। ଲବଙ୍କର...

୯ ଦେଶ, ୧୨୦୦୦ ପରମାଣୁ ବୋମା, ମାନବ ସଭ୍ୟତା ଶେଷ ପାଇଁ କେବଳ ୫୦୦ ଯଥେଷ୍ଟ

ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ପରେ ପରମାଣୁ ଯୁଦ୍ଧର ଭୟ ବଢିଥିଲା । ପରମାଣୁ ଯୁଦ୍ଧ ଆଶଂକା ସବୁବେଳେ...

ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ : ହାଇକୋର୍ଟ

ସ୍ୱାମୀଙ୍କ ଆଇନଗତ ପ୍ରତିନିଧି ବା ଅଭିଭାବକ ହୋଇପାରିବେ ପତ୍ନୀ । ବିଶେଷକରି ସ୍ବାସ୍ଥ୍ୟଗତ କାରଣରୁ ଅଚେତନ ଅବସ୍ଥାରେ ଥିବା ସ୍ବାମୀଙ୍କ...

ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ..ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା…

ଆତଙ୍କୀସ୍ଥାନର ମୁହଁଫୁଟାଣି ଛାଡିଗଲା । ସବୁ ସତ ମାନିଲା ।ମୁହଁଟାଣ ଦେଖାଉ ଥିବା ପାକିସ୍ତାନ ଶେଷରେ ମାନିଲା । ଭାରତର...

ସିନ୍ଧୁ ଜଳଚୁକ୍ତି ଉପରୁ ନିଲମ୍ବନ ହଟାଯାଉ : ମେହେବୁବା

୨୨ ଏପ୍ରିଲ୍ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା।...

ଭାବି ସ୍ବାମୀଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ଗଣଦୁଷ୍କର୍ମ ଶିକାର ହେଲେ ଯୁବତୀ

ପଞ୍ଜାବର କିରତପୁରରେ ଜଣେ ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ପ୍ରଥମେ ଗଣଦୁଷ୍କର୍ମ ଶିକାର...

ଆଜିର ରାଶିଫଳ…

ମେଷ: ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ। ଆପଣ କମ୍ ପରିଶ୍ରମରେ ଆପଣଙ୍କ ବ୍ୟବସାୟରେ ପ୍ରଚୁର ଲାଭ...

ଯଦି ଭବିଷ୍ୟତରେ ଯୁଦ୍ଧ ହୁଏ, ତେବେ କେଉଁ ପଡ଼ୋଶୀ ଦେଶ ଭାରତକୁ ସମର୍ଥନ କରିବ ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଘଟିଥିବା ସାମରିକ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି। ମାତ୍ର ୧୦୦ ଘଣ୍ଟା ଧରି...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ.

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼...