Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଦଶମ ଶ୍ରେଣୀରୁ ହଟିଲା ସମ୍ମେଟିଭ ପରୀକ୍ଷା

କଟକ: ଦଶମ ବୋର୍ଡ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ। ଆଉ ହେବନି ସମ୍ମେଟିଭ-୧ ଓ ସମ୍ମେଟିଭ-୨ ପରୀକ୍ଷା। ପୂର୍ବପରି ବର୍ଷ ଶେଷରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ନବମ ଶ୍ରେଣୀର କୌଣସି ପରୀକ୍ଷା ବୋର୍ଡ କରିବ ନାହିଁ। ଏଣିକି କେବଳ ଦଶମ ବୋର୍ଡ ଗୋଟିଏ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା କରିବ ସ୍କୁଲ।

ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। କୋଭିଡ ସମୟରେ ସମ୍ମେଟିଭ ଢାଞ୍ଚାରେ ଆରମ୍ଭ ହୋଇଥିଲା ଦଶମ ବୋର୍ଡ ପରୀକ୍ଷା। ।