Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା : ପରିବେଶ ସୁରକ୍ଷା ଉପରେ ସଚେତନତା।

ପରିବେଶ ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ।କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ ମାନେ।ଶୁକ୍ରବାର ମହାବିଦ୍ୟାଳୟ ରୁ ଏକ ରେଲି ରେ ବାହାରି ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ କୋକସରା ସହର ପରିକ୍ରମା କରି ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରିବା ସହ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ପରିବେଶ ର କଣ ଗୁରୁତ୍ୱ ରହିଛି ସେନେଇ ଲୋକଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ କୁ ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି କ୍ୟାପେଟନ ଅଶ୍ୱିନୀ କୁମାର ପଟ୍ଟନାୟକ ଙ୍କ ତତ୍ୱାବଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ