Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିତ୍ରଭାନୁ ଗ୍ରନ୍ଥ ମନ୍ଥନ ଉନ୍ମୋଚିତ

ସମ୍ବଲପୁର:ବିଶ୍ୱପ୍ରସିଦ୍ଧ ରଙ୍ଗବତୀ ଗୀତର କିମ୍ବଦନ୍ତୀ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ଗୀତ, କାବ୍ୟ ଓ ନାଟକର ସମୀକ୍ଷା ପୁସ୍ତକ ‘ମିତ୍ରଭାନୁ ଗ୍ରନ୍ଥ ମନ୍ଥନ’ ସମ୍ବଲପୁର ଠାରେ ଉନ୍ମୋଚିତ ହୋଇଯାଇଛି l ରଙ୍ଗବତୀ କ୍ରୀଡା ଓ ସଂସ୍କୃତି ଏକାଡେମୀ ଦ୍ୱାରା ପ୍ରକାଶିତ ଯଶୋବନ୍ତ ବିଶ୍ୱାଳଙ୍କ ଏହି ସମୀକ୍ଷା ପୁସ୍ତକକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚନ କରିଛନ୍ତି l ପୁସ୍ତକ ଉନ୍ମୋଚନ ବେଳେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଓ ଅମିତ କୁମାର ପଟେଲ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ