Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, ଏଯାଏଁ କେରଳ ଛୁଇଁନି ମୌସୁମୀ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଅସମ୍ଭାଳ ତାତିକୁ ଅସହ୍ୟ ହେଉଛି ଗୁଳୁଗୁଳି। କଲବଲ ହେଉଛନ୍ତି ରାଜ୍ୟବାସୀ। ଦିନ ତାପମାତ୍ରା ବୃଦ୍ଧି ହେଉଥିବାରୁ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି। ଯାହା ଫଳରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିପାରେ ।

ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଏଯାଏଁ କେରଳ ଛୁଇଁନି ମୌସୁମୀ ବାୟୁ। ଏ ନେଇ ଆସିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ପାଗ ଅନୁକୂଳ ଥିବାରୁ ଖୁବ୍ ଶୀଘ୍ର ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ