କୋକସରା:୧୨/୦୬ : ଭାରତୀୟ ଷ୍ଟେଟ ବ୍ୟାଙ୍କ ରୁ ଅବସର ନେଇଥିବା କର୍ମଚାରୀ ସଂଘ ପକ୍ଷରୁ କୋକସରା ବ୍ଲକ କୋକସରା ଠାରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ସଂଘ ର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା।ଷ୍ଟେଟ ବ୍ୟାଙ୍କ ର ଅବସର ଗ୍ରହଣ କରିଥିବା ବରିଷ୍ଠ ଅଧିକାରୀ ନିଲାଞ୍ଚଲ ନେଗି ଙ୍କୁ ଏହି ଅବସରରେ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଦିର୍ଘ ଓ ସୁସ୍ଥ ଜୀବନ ର କାମନା କରିଥଲେ। ଏହି ଅବସର ରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଧବଳେଶ୍ବର ନାଗ, ନବୀନ କୁମାର ଶବର,ଅଵସର ପ୍ରାପ୍ତ ଶିକ୍ଷକ କେଶବ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
ବ୍ୟାଙ୍କ ପେନସନର ଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା।
