ମେଗା ରକ୍ତଦାନ ଶିବିର ପାଇଁ ଲଡୁଗାଁ ମାର ୱ।ଡି ଯୁବାମଞ୍ଚ ପକ୍ଷରୁ ପ୍ରସ୍ତୁତି


କୋକସରା: କୋକସରା ବ୍ଲକ ଲଡୁଗାଁ ଠାରେ ଆସନ୍ତା ୧୮ ତାରିଖରେ ପ୍ରାନ୍ତିୟ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ୧୧ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାନ୍ତିୟ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ଲଡୁଗାଁ ଠାରେ ୧୮ ତାରିଖରେ ମେଗା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ଜୋରସୋର ରେ ଚାଲିଛି। ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତଦାନ ଶିବିର କରାଯାଇଛି। ଲଡୁଗାଁ ମାରୱଡି ଯୁବାମଞ୍ଚ ପକ୍ଷରୁ ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ,ସଂଯୋଜକ ଅଙ୍କିତ ଅଗ୍ରୱାଲ, ସହ ସଂଯୋଜକ ବିକାଶ ଅଗ୍ରୱାଲ, ରାଜୀବ ଅଗ୍ରୱାଲ,ଗୌତମ ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା ପ୍ରମୁଖ ରକ୍ତଦାନ ଶିବିର ଆୟୋଜନ ପାଇଁ ନେତୃତ୍ୱ ନେଇଥିବା ଜଣାପଡିଛି।