କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡ଼ାବନ୍ଧ ସରକାରୀ ହାଇସ୍କୁଲ ଠାରେ ଆଜି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ନର୍ଲା ବ୍ଲକ ରେଡକ୍ରସ କୋଡିନେଟର ତଥା ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ସୁଦାମ ଚରଣ ମିଶ୍ର ଏବଂ ଜୁନିଅର ରେଡକ୍ରସ ଅଫିସର ନାରାୟଣ ପଧାନ ଉଦବୋଧନ ଦେଇଥିଲେ। ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଞାପନ କରିଥିଲେ।
ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ତାଲିମ ଶିବିର
