Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦଗୁରୁ ଶ୍ରୀ ଅର୍ଜୁନଙ୍କ ୯୧ତମ ଜୟନ୍ତୀ

ସମ୍ବଲପୁର:ଆଜିଦିବ୍ୟ ଦର୍ଶନ ସଂଘ, ସମ୍ବଲପୁର ପକ୍ଷରୁ କୁଞ୍ଜେଲପଡାସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଗୋପୀନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସଦ୍ ଗୁରୁ ଶ୍ରୀ ଅର୍ଜ୍ଜୁନଙ୍କ ୯୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଦ୍ ଗୁରୁ ଶ୍ରୀ ଅର୍ଜ୍ଜୁନଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ସହ ସଂପାଦିକା ଶ୍ରୀ ମତୀ
ସବିତା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଆଲୋଚନା ଚକ୍ରରେ ଜନ୍ମେଜୟ ବାବୁ , ଶଙ୍କର୍ଷଣ ଆଚାର୍ଯ୍ୟ, ଦିଲୀପ ପୃଷ୍ଟି ପ୍ରମୁଖ ଅଂଶ ଗ୍ରହଣ ପୂର୍ବକ କହିଥିଲେ ଯେ, ଗୁରୁ ହିଁ ଭଗବାନ୍, ତାଙ୍କ ଆଦର୍ଶକୁ ଅନୁସରଣ କଲେ, ଜୀବନ ସଫଳ ହୋଇ ଥାଏ।