Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ଆଜି ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ମହାସଂଘ ଉଲୁଣ୍ଡା ଓ ନାଗେଶ୍ବର ଯୁବକ ସଂଘ ନାକଡେଇଁ ଆନୁକୁଲ୍ଯରେ ହୋଇଥିବା ଏହି ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମରେ ନଡ଼ିଆ , ବଉଳ , ଜାମ୍ଭୁ , ନିମ୍ବ ଗଛ ଆଦି ରୋପଣ କରାଯାଇଛି । ଏହି କାର୍ଯକ୍ରମ ରେ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରି , ଯୁବ ମହାସଂଘ ର ସଭାପତି ମହେଶ ପୁରୋହିତ ଉପସ୍ଥିତ ରହି କାର୍ଯକ୍ରମ ଆଗକୁ ନେଇଥିଲେ । ଏହି କାର୍ଯକ୍ରମ ରେ ସୁଦାମ ମହାକୁର , ଟୁନା ପଧାନ , ବ୍ୟାସ ଜାନୀ , ମାନସ ପଧାନ ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।