Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

1103 ଵଟଲ 345 ଲିଟର ବେଦିଶି ମଦ ଜବତ, ଜଣେ ଗିରବ। ଠେଲକୋଳି ପୋଲିସ ର ବଡ଼ ସଫଳତା।

ରେଙ୍ଗାଲି ବ୍ଳକ ଠେଲକୋଳି ଥାନା ଅନ୍ତର୍ଗତ ବୁଦ୍ଧିଆପାଲି ଗ୍ରାମରେ ଜଣେ ବେଆଇନ ଭାବରେ ବିଦେଶୀ ମଦ ବିକ୍ରି କରୁଥିବା ଜଣେ ଯୁବକଙ୍କ ପାଖରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଜବତ କରିବା ସହ ଜଣ କୁ ଠେଲକୋଳି ପୋଲିସ ଗିରବ କରି କୋର୍ଟ ଚାଲାଣ କରିଥିବା ର ଜଣାପଡିଛି। ସୂଚନାଯୋଗ୍ୟ ଠେଲକୋଳି ଥାନା ଅନ୍ତର୍ଗତ ବୁଦ୍ଧିଆପାଲି ର ପ୍ରଫୁଲ୍ଲ ସାହୁ 53, ଗୋଟିଏ ଘରେ ବିଦେଶୀ ମଦ ରଖି ବେଆଇନ ଭାବରେ ବିକ୍ରି କରୁଥିଲା। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଠେଲକୋଳି ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡ ର 1103 ଵଟଲ, ବିଦେଶୀ ମଦ ଯାହାର ପରିମାଣ 345ଲିଟର ମଦ ଜବତ କରିଥିଲା। ପ୍ରଫୁଲ୍ଲ ଙ୍କୁ ବେଆଇନ ମଦ ବିକ୍ରି ମାମଲାରେ ଠେଲକୋଳି ପୋଲିସ ଗିରବ କରି କୋର୍ଟ ଚାଲାଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ