ରେଙ୍ଗାଲି ରେ ଆଦର୍ଶ ଅବକାରୀ ଥାନା ଉଦଘାଟନ।


ରେଙ୍ଗାଲି ବ୍ଳକ ସୁରଜମଲ କଲେଜ ନିକଟରେ ରେଙ୍ଗାଲି ଆଦର୍ଶ ଅବିକାରୀ ଥାନା ଉଦ୍ଘାଟନ ହୋଇଯାଇଛି। ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଫିତାକାଟି ଆଦର୍ଶ ଅବିକାରୀ ଥାନା ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ ସମ୍ବଲପୁର ଅବିକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଟ ଓ ଅବିକାରୀ ବିଭାଗର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ରେଙ୍ଗାଲି ବ୍ଳକ ରେ ନୂତନ ଭାବରେ ଅବିକାରୀ ଥାନା ହେଲା। ନରେନ୍ଦ୍ର ପ୍ରଧାନ ନୂତନ ଆଦର୍ଶ ଅବିକାରୀ ଥାନା ଅଧିକାରୀ।