ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଜାମିନ


ବହୁ ଚର୍ଚ୍ଚିତ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଶେଷରେ ମିଳିଛି ଜାମିନ।
୨୦୦୬ ଗୁଣପୁର ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ଏହି ଜାମିନ ମିଳିଛି।ବିଚାରରେ ଅହେତୁକ ବିଳମ୍ବ ଦର୍ଶାଇ ସେ ଜାମୁନ ପାଇଁ ଆବେଦନ କରିଥିଲେ।୧୬ ସାକ୍ଷୀଙ୍କ ବୟାନରେ ସବ୍ୟସାଚୀଙ୍କ ସମ୍ପୃକ୍ତି ନଥିଲା।
ସମ୍ପୃକ୍ତିର ପ୍ରମାଣ ନଥିବା ଦର୍ଶାଇଲେ ସବ୍ୟସାଚୀଙ୍କ ଓକିଲ କୋର୍ଟକୁ ଜଣାଇବା ପରେ ଏହାକୁ ବିଚାରକୁ ନେଇ ତାଙ୍କୁ ଏହି ଜାମିନ ମିଳିଛି।
୨୦୧୪ରୁ ଗିରଫ ହୋଇ ଜେଲରେ ଅଛନ୍ତି ସବ୍ୟସାଚୀ ପଣ୍ଡା।