Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁପାଲି ଶିଶୁ ବିଦ୍ୟାମନ୍ଦିର: ମାତୃ ଭାରତୀ ପୁନର୍ଗଠିତ

ସମ୍ବଲପୁର(ଧନୁପାଲି): ଧନୁପାଲି ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମାତୃ ଭାରତୀ ପୁନର୍ଗଠିତ ହୋଇଛି।ସଭାପତି ଡା.ଦେବେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତା ଓ ପ୍ରଧାନ ଆଚାର୍ଯ୍ୟ ବିଭୁପ୍ରସାଦ ମହାପାତ୍ରଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ମାତୃ ଭାରତୀ କମିଟି ଗଠିତ ହୋଇଛି।ଏଥରେ ସୁଷମା ପ୍ରଧାନ-ଅଧ୍ୟକ୍ଷା,ବନିତା ନାୟକ -ଉପାଧ୍ୟକ୍ଷା,ସଂଘମିତ୍ରା ମହାପାତ୍ର -ସଂପାଦିକା,ବବିତାଞ୍ଜଳି ପ୍ରଧାନ ସହ ସଂପାଦିକା,ଶ୍ୱେତାରାଣୀ ପାଣିଗ୍ରାହୀ କୋଷାଧ୍ଯକ୍ଷା ଙ୍କ ସହିତ କାର୍ଯ୍ୟକ୍ରମ , ପ୍ରଚାର ପ୍ରସାର,ସେବା,ସ୍ୱଚ୍ଛତା ଓ କାର୍ଯ୍ୟକ୍ରମ ପ୍ରମୂଖ ଓ ସହ ପ୍ରମୂଖ ଭାବେ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ସୂଚନା ଯୋଗ୍ୟଯେ ଅନସୂୟା କର ଓ ରଞ୍ଜୁ ମିଶ୍ର ଏହି କମିଟିର ଯଥାକ୍ରମେ ନିର୍ଦ୍ଦେଶିକା ଓ ଉପ ନିର୍ଦ୍ଦେଶିକା ରହିଛନ୍ତି।