Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ଅଘଟଣ, ପାଇଖାନା ଟାଙ୍କିରେ ପଡ଼ି ୨ ମୃତ

ଭୁବନେଶ୍ଵର: ରାଜଧାନୀରେ ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଶିଶୁପାଳଗଡ଼ର ରଘୁନାଥପୁର ଲେନ-୨ରେ ଶନିବାର ଏହି ଅଘଟଣ ଘଟିଛି। ଟାଙ୍କି ସଫା କରିବା ବେଳେ ୨ ଶ୍ରମିକ ଅଣନିଶ୍ଵାସୀ ହୋଇ ପଡ଼ିଥିଲେ। ୨ ଶ୍ରମିକଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ହସ୍ପିଟାଲରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି।

More Stories