Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ ସମ୍ବଲପୁରର ମୁସଲିମ ଗୋଷ୍ଠୀ

ସମ୍ବଲପୁର: ମୁସଲିମ ସଂପ୍ରଦାୟଙ୍କ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ କବର ସ୍ଥାନ ପାଇଁ ରାଜ୍ୟ ସରକାର ନିଜର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି।ଏଥିରେ ଖୁସୀ ହୋଇ ଏହି ସଂପ୍ରଦାୟର ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ ଭିକେ ପାଣ୍ଡିଆନ ଓ ସମ୍ବଲପୁରର ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କୁ ଆଜି କୃତଜ୍ଞାତା ଜଣାଇ ଅନୁଦାନ ପାଣ୍ଠିର ସଦ ବିନିଯୋଗ କରାଯାଇ କାର୍ଯ୍ୟ ତୁରନ୍ତ କରାଯିବାକୁ ଅନୁରୋଧ କରାଯାଇଛି।