Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଳା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଜଙ୍ଗଳା ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ରେଙ୍ଗାଲି ସ୍ୱାଧୀନ ଏକତା ସଙ୍ଘଠନ ଓ ଜଙ୍ଗଳା ଗ୍ରାମବାସୀ ଙ୍କ ମିଳିତ ଆନୁକୂଲ୍ୟରେ ଓ ରେଙ୍ଗାଲି ବନ ବିଭାଗ ର ସହଯୋଗ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସ୍ୱାଧୀନ ଏକତା ସଙ୍ଘଠନ ସମ୍ପାଦକ ଦିବ୍ୟ କିଶୋର ସରାଫ, ବାବୁଲୁ ସରାଫ, ଗୋପକୃଷ ସରାଫ, ଗୌରାଙ୍ଗ କୁଅଁର ଙ୍କ ସହ ବହୁ ଗ୍ରାମବାସି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ 125 ଟି ବୃକ୍ଷ ରୋପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ