Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ କର୍ମଚାରୀ ସମ୍ବଲପୁରୀ ଦିନନ ପିନ୍ଧି ଆସବେ ସମ୍ବଲପୁରୀ କପଟା

ସମ୍ବଲପୁର: ଅଗଷ୍ଟ ୦୧ ତାରିଖ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନମ ଦିନ। ଇ ଦିନକେ ହେତୁ କରି ଗଲା ୧୦ ବରଷ ହେଲାନ ସମ୍ବଲପୁରୀ ଦିନ ହିସାବେ ସାରା ପଶ୍ଚିମାଞ୍ଚଳ କାଣା ବରଂ ରାଏଜ ଆଉ ଦେଶ ବିଦେଶର ଖାଣ୍ଟି ସମ୍ବଲପୁରୀଆ ମାନେ ଇ ଦିବସକେ ଜୋର ସୋର ମାନୁଛନ୍ । ଇ ଦିନର ମହାତ୍ମା ରଖବାର ଲାଗି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ ସବକୁ ସମ୍ବଲପୁରି କପଟା ପିନ୍ଦିକରି ଅଫିସକେ ଆସବେ ବଲି ଚିଠି ଲେଖିଛନ।ଇନ୍ତା ଗଲା କେତେ ବଛର ହେଲା ଆମର ଜିଲ୍ଲାପାଳ ମାନେ କରୁଥିଲେବି ପହେଲା କରି ଇ ବଛର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ ଭିଡିଓ ବାର୍ତ୍ତା ଦେଇକରି ତହକ୍ ବଢାଇଛନ। ଆଉର ସମ୍ବଲପୁରୀ କଲା ସଂସ୍କୃ୍ତିକେ ଆଗକେ ବଢାବାର ଲାଗି ଆମର ସମ୍ବଲପୁର ଜିଲ୍ଲାପାଲ ଅନନ୍ୟା ଦାଶ ୨ ପାଦ ଆଗକେ ବଢି ଛୋଟ ହେଉକି ବଡ ନିଜର ମାଟି ଆଉ ଭାଷା ସଂସ୍କୃତିକେ ଆଗକେ ବଢାବାର ଲାଗି ସମ୍ବଲପୁରୀ ଦିନକେ ସଭେଁ ମାନମା ବଲି ବଢେଟେ କଥା କହିଛନ୍। ହେଥିର ଲାଗି ଘରେ ଘରେ ଆଏଜ ଚର୍ଚା ହେଇ ସମ୍ବଲପୁରୀ ଦିନକେ ନିଜର ହିସାବେ ନିଜେ ସଜାବାର ଲାଗି ବଢେ ଗୁଟେ ପ୍ରତିଯୋଗିତା ସୁରୁ ହେଇଛେ । ସକାଲ ପାଏଲେ ସୋସିଆଲ ମିଡିଆଥି ଛାନି ହେଇଯିବା ସମ୍ବଲପୁରୀ ଦିନର ମହକ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ