Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନେ କବିତା ପାଠ୍ ଉଚ୍ଛବ୍

ସମ୍ବଲପୁର:ସସମ୍ବଲପୁର ଦିନକେ ନେଇ କବିର ମନେ ବଢିଛେ ଉଷଧ। ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନମ ଦିନକେ ନେଇ ପଶ୍ଚିମାଞ୍ଚଳ ଏକତା ମଞ୍ଚନୁ ମୂଲ ହେଇଥିବା ସମ୍ବଲପୁରୀ ଦିନର ୧୧ ବଛର ସମ୍ବଲପୁର କବିତା ପାଠୋତ୍ସବ ସମ୍ବଲପୁର କଳା ପରିଷଦ ସୁରୁ ହେଇଛେ। ହାସ୍ୟ କବି ଗୁଣ ରଞ୍ଜନ ସାଲିମାଙ୍କର ଅଧ୍ୟକ୍ଷତାଥି ଆୟୋଜନ ହୋଇଥିବା ସଭାନ ବରିଷ୍ଠ କବି ଦୂର୍ଗା ମାଧବ ପଣ୍ଡା,ଅଧ୍ୟାପକ ସତ୍ୟନାରାୟଣ ଠାକୁର, ଗୋପିନାଥ ଷଡଙ୍ଗୀ, ଡଃ ପ୍ରମୋଦ ରଥ,ଭବାନୀଷ ଭୋଇ,ବବୁଲୁ ବାଗ୍ ମୁଖିଆ ଅତିଥି ଭାବେ ଯୋଗ ଦେଇଥିଲେ । ଇଥି ପଙ୍କଜିନି ମେହେର ଆଉର୍ ଲଲିତ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଡଃ ସ୍ୱୟଂ ପ୍ରକାଶ ପଣ୍ଡା ପରିଚାଲନା କରିଥିଲେ। କବିତା ପାଠୋତ୍ସବଥି ସାରା ପଶ୍ଚିମ ଓଡିଶାର କବି ଆଉର କବୟତ୍ରୀ ମାନେ ବହୁତ ସଂଖ୍ୟାଥି ଯୋଗ ଦେଇଛନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ