Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ କଲ୍ୟାଣ ସେବା ଟ୍ରଷ୍ଟ ସମ୍ମାନୀତ

ସମ୍ବଲପୁର(ଅତାବିରା):ଅତାବିରାର ଜନ କଲ୍ୟାଣ କୁଲତା ସମାଜ ପକ୍ଷରୁ ଆଜି ଲାଦେର ପାଲି ରାମଚଣ୍ଡୀ ମନ୍ଦିର ଠାରେ ସମ୍ବଲପୁରୀ ଦିନ ଓ ଲେଥା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା କୃତି ମାନଙ୍କୁ ସମ୍ମାନିତ କରାଯାଇଥିଲା ଏହି ଅବସରରେ ସେବା ଓ କରୋନା ସମୟରେ ମାକ୍ସ, ସାନିଟାଇଜର ଓ ରିଲିଫ ବଣ୍ଟନ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ସମ୍ବଲପୁରୀ ସମ୍ମାନ ପ୍ରଦାନ କରାଯାଇଛି ଏହି ସମ୍ମାନ କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସମ୍ମାନ ପଦ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ