Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନେ ସମ୍ବଲପୁରୀ ଦିନ ପାଳନ।

ସମ୍ବଲପୁର ଜିଲା ରେଙ୍ଗାଲି ନ ଥିବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ନେ ସମ୍ବଲପୁରୀ ଦିନ୍ ଜୋର ଦାର ପାଳନ କରାଯାଇଥିଲା ମଙ୍ଗଳବାର ଦିନ ବିଦ୍ୟାଳୟ ର ସବୁ ଛାତ୍ର ଛାତ୍ରୀ ତଥା ଗୁରୁଜୀ ଗୁରୁମା ମାନେ ମଧ୍ୟ ସମ୍ବଲପୁର ବସ୍ତ୍ର ପିନ୍ଧି କରି ଆସିଥିଲେ ।। ଆଉ ତାର ସଙ୍ଗେ ସଭେ ସମ୍ବଲପୁରୀ ଖାନା କାକରା ଆଊ ମଣ୍ଡା ନେଇ କି ଆସିଥିଲେ ।ଇ ଦିନ ଟା ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିନ କେ ସବୁ ଛାତ୍ର ଛାତ୍ରୀ ମାନେ ଯେନ୍ତା ଭୁଲି ନାଇ ଯିବେ ଆଉ ଆମର ସଂସ୍କୃତି ବିଷୟରେ ଅବଗତ ହେବେ ସେଥିର ଲାଗି ସ୍କୁଲ ରେ ନାଚ,ଗାନା ଆଉ ଗୁଟେ କୁଇଜ୍ କାର୍ଯ୍ୟକ୍ରମ ରଖାଯାଇଥିଲା । ଇ ଅବସରରେ ବିଦ୍ୟାଳୟ ର ସଂପାଦକ ସରୋଜ କୁମାର ବିଶୋଇ ,ପ୍ରଧାନଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର ଉପସ୍ଥିତ ଥିଲେ। ଆଉ କାର୍ଯ୍ୟକ୍ରମ ମାନେ ଆୟୋଜନ କାରବାର ଥି ଗୁରୁମା ଶେଭାଗିନୀ,ଗିତାଞଲି, ଜୋସ୍ନା,ମାନସୀ,ହର୍ଷିତା,ନିହାରିକା,ରଶ୍ମିତା, ଗୁରୁଜୀ ରଜତ, କାହ୍ନୁ, ନିର୍ମଳ। ତଥା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ