ସମ୍ବଲପୁର: ପୁଟିବନ୍ଧ ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମ ଠାରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁରୀ ଦିନ ଓ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଗୁରୁମା ଚନ୍ଦ୍ରକାନ୍ତୀଙ୍କ ସଂଯୋଜନାରେ ସିକ୍ଷାର୍ଥୀ ମାନଙ୍କ ଦ୍ୱାରା ବହୁମୂଖି ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଶୋଭନୀୟ ଶିକ୍ଷାଶ୍ରମରେ ସମ୍ବଲପୁରୀ ଦିନ୍
