Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ନିହାଲଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ସମ୍ବଲପୁର:ସ୍ଥାନୀୟ ସର୍କିଟ ହାଉସ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଜସେବୀ ନିହାଲ ସିଂ ସୈ।ଜ୍ୟନ୍ୟମୁଲକ ସାକ୍ଷାତ କରିଛନ୍ତି।କେନ୍ଦ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ଅବସରରେ ମନ୍ତ୍ରୀ ସମାଜସେବୀ ନିହାଲ ସିଂ ଙ୍କୁ ରାଜ୍ୟର ଏକ ମାତ୍ର ସମାଜସେବୀ ବ୍ୟକ୍ତି ଭାବରେ ରାଷ୍ଟ୍ରପତି ଭବନରେ ରେଡକ୍ରସ ମେରିଡ ସାର୍ଟିଫିକେଟ ଆୱ।ଡ ପାଈଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ନିହାଲ ସିଂ ଙ୍କୁ ଏହି ଆୱ।ଡ଼ ମିଳିବା ପରେ ଏହା ସାରା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ତଥା ଗୌରବ ଆଣି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିବା ନିହାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସାକ୍ଷାତ ସମୟରେ ରେଙ୍ଗାଳି ବିଧାୟକ ନାଉରୀ ନାଏକ,ପୁର୍ବତନ ବିଧାୟକ ରବିନାରାୟଣ ନାଏକ, ବୃନ୍ଦାବନ ମାଝି, ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ