Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟାଗ୍ରହ ସ୍ମାରକୀ ପୀଟରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ

ସମ୍ବଲପୁର (ସୋହେଲା): ସତ୍ଯାଗ୍ରହ ସ୍ମାରକୀ ପୀଠ ରେ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ କ୍ରାନ୍ତି ଦିବସ ପାଲିତ ହୋଇ ଯାଇଛି।ଗାନ୍ଧୀଙ୍କ ସମେତ ଏଗାର ମୂର୍ତ୍ତିରେ ମାଲ୍ଯାର୍ପଣ ପରେ ଡା ଶିଶିର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସାମୂହିକ ଜାତୀୟ ସଂଗୀତ ଗାନ ହୋଇଥିଲା। ମା ଗୌରୀ ଦେବୀ ଟ୍ରଷ୍ଟର ନାଥୁରାମ ଅଗ୍ରୱାଲ, ଟଙ୍କଧର ଝାଙ୍କର,ପ୍ରମୋଦ ଦେବତା,ଲଲିତ ଅଗ୍ରୱାଲ, ତୁଷାର କାନ୍ତ ସାହୁ,କିଶୋର ଗଡତିଆ ଉପସ୍ଥିତ ଥିଲେ।ଶେଷରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ର ସଂପାଦକ ଅଧ୍ଯାପକ ଟେକଚାନ୍ଦ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories