Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ସ୍ମୃତି କମିଟିରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ସମ୍ବଲପୁର:୭୭ତମ ସ୍ୱାଧୀନତାଦିବସ ଉପଲକ୍ଷେ ବିଜୁ ସ୍ମୃତି କମିଟି,ସମ୍ବଲପୁର ତରଫରୁ ପାଳନ ହୋଇଯାଇଛି ! ଏହି ଅବସରରେ ବିଜୁ ସ୍ମୃତି କମିଟିର ଆଭାହକ ପ୍ରଶାନ୍ତ ଥାପା ପତାକା ଉତ୍ତୋଳନ କରିଥିଲେ,ଅନ୍ୟମାନଙ୍କ ମଧ୍ୟରେ ବିଜୁ ସ୍ମୃତି କମିଟିର ଉପସଭାପତି ସତ୍ୟେନ୍ଦ୍ର ଦାସ,ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,ବିଜୁ ସ୍ମୃତି କମିଟିର କୋଷାଧ୍ୟକ୍ଷ ଶେଷଦେଵ ସାନବଡ଼,ବିଜେଡି ଜିଲ୍ଲା ପୂର୍ବତନ ସଂଖ୍ୟାଲଘୁ ସଭାପତି ଜଫର ଅଲ୍ଲି ଖାନ,ସରିଫ ଖାନ, ମାୟାଧର ଜେନା, ଅନିଲ ପାଣିଗ୍ରାହୀ, ବିକ୍ରମ ରଞ୍ଜିତ, ଆନନ୍ଦ କୁମ୍ଭାର, ଆଲୋକ ଦାସ, ମନରଞ୍ଜନ ମହାକୁଡ଼, ମନୋଜ କୁମ୍ଭାର, ଭୋଳନାଥ ବେହେରା, ସୁଧୀର ନାୟକ, ଅରୁଣ ତାଣ୍ଡିଆ,ମଧୁ ନାଗ, ବାସୁଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ !ବିଜୁ ସ୍ମୃତି କମିଟି ତରଫରୁ ସମଗ୍ର ରାଜ୍ୟ ତଥା ସମ୍ବଲପୁର ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଜିର ଏହି ପବିତ୍ର ଦିନରେ ସ୍ୱାଧୀନତା ପ୍ରାପ୍ତି ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ମହାନ ଦେଶଭକ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ