Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗୃତି ବିଦ୍ୟା ମନ୍ଦିର ପାଳିଲା ସ୍ୱାଧିନତା ଦିବସ

ସମ୍ବଲପୁର:ଆଜାଦିର ଅମୃତ ମହୋତ୍ସବ ଅବସରରେ ୭୭ତମ ସ୍ଵାଧୀନତା ଦିବସ ପାଳନ କରିଛି ସ୍ଥାନୀୟ କୁଲୁଥକାନି ଠାରେ ଥିବା ଜାଗୃତି ବିଦ୍ୟା ମନ୍ଦିର। ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସରିଫ୍ ଖାଁ, ସମ୍ମାନିତ ଅତିଥି ଭାବରେ ବିଜୁ ସ୍ମୃତି କମିଟିର ଆବାହକ ତଥା ବିଜୁ ଯୁବ ଜନତା ଦଳର ସମ୍ପାଦକ ପ୍ରଶାନ୍ତ ଥାପା ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ । ଏଥିରେ ଜାଗୃତି ବିଦ୍ୟା ମନ୍ଦିର ର ଅଧ୍ୟକ୍ଷ ହରିଶ ଚନ୍ଦ୍ର ଦାସ, ଏବଂ ସମସ୍ତ ଶିକ୍ଷୟତ୍ରୀ ଙ୍କ ସମେତ ଅବିଭାବକ ବୃନ୍ଦ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ।