Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିଲା ଲଟେରୀ କାଉଣ୍ଟର

ସମ୍ବଲପୁର:୫୫ ତମ ସାର୍ବଜନୀନ ଦୁର୍ଗାପୂଜା କମିଟି ଗୋବିନ୍ଦତୋଳା ତରଫରୁ ଆୟୋଜିତ ” ଲୋଟେରୀ-୨୦୨୩” କୁ ଶ୍ରୀ ସଞ୍ଜୟ କୁମାର ବାବୁ ( ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା,ବିଜେଡ଼ି ରାଜ୍ୟ ପ୍ରବକ୍ତା ତଥା ମା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ) ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସମସ୍ତ କର୍ମକର୍ତ୍ତା ତଥା ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ରିଭନ କାଟି ଶୁଭାରମ୍ଭ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ ଗୋବନ୍ଦତୋଲାର ଲଟେରୀ ଭିନ୍ନ ଏକ ଆକର୍ଷଣ ରହିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ