Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁଜ ଓଡି ୧୫ କାର୍ଯ୍ୟାଳୟରେ ୭୭ ତମ ସ୍ୱାଧିନତା ଦିବସ

ସମ୍ବଲପୁର: ଲଷ୍ମୀ ଟକିଜ ନିକଟରେ ଥିବା ନ୍ୟୁଜ ଓଡି ୧୫ କାର୍ଯ୍ୟାଳୟ ପରିସରରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼:ଜିତେନ୍ଦ୍ର ହରିପାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଷ୍ଟ୍ର ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରବାଦ ପୁରୁଷ ଙ୍କ ସମ୍ପର୍କରେ ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମ୍ବଲପୁର ରେଳ ବିଭାଗର ବାଣିଜିକ ବିଭାଗ ଅଧିକାରୀ ଗଦାଧର ନିଆଲ ଓ ସମାଜସେବୀ ନିହାଲ ସିଂ ଯୋଗ ଦେଇଥିଲେ । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ