Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀଲଡୁଙ୍ଗରି ଟୋଲ ପ୍ଲାଜାରେ ବୃକ୍ଷରୋପଣ

ସମ୍ବଲପୁର: ୫୩ ନମ୍ବର ଜାତୀୟ ରାଜପଥ ନୀଲଡୁଙ୍ଗରି ଠାରେ ଥିବା ଟୋଲ ପ୍ଲାଜା ନିକଟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ତ ପ୍ରଧାନ ଓ ସଞ୍ଜିବ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନେ ମଧ୍ୟ ସହଯୋଗ କରି ବୃକ୍ଷ ରୋପଣ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଟୋଲପ୍ଲାଜା ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ଯୋଜନା ଥିଲେ ସୁଦ୍ଧା ଏଯାଏ ତାହା କାର୍ଯ୍ୟକାରୀ ହୋଇପାରିନି। ଏଭଳି କ୍ଷେତ୍ରରେ ଯୁବ ସମାଜର ଉଦ୍ୟମକୁ ସାଧୁବାଦ ଦିଆଯାଇଛି।