Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ସ୍ପୋର୍ଟ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ।

କୋକସରା:୨୭/୦୮ ଆଜି ହେଉଛି ବିଶ୍ୱ ସ୍ପୋର୍ଟ ଡେ ଏହି ଅବସର ରେ କୋକସରା ବ୍ଲକ ଲଡୁଗାଁ ମାରବାଡ଼ି ଯୁବାମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ସୁରକ୍ଷା ସଚେତନତା ନେଇ ସାଇକେଲ ରେଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଲଡୁଗାଁ ସହର ରୁ ଆରମ୍ଭ ହୋଇ ମହାଜନଗୁଡା ଛକ ପର୍ଯ୍ୟନ୍ତ ପରିକ୍ରମା କରି ସ୍ପୋର୍ଟ ଡେ ରେ ଲୋକଙ୍କୁ ସଚେତନତା ସୃଷ୍ଟି ଅଭିଯାନ କରିଛନ୍ତି। କାର୍ଯ୍ୟକ୍ରମ ରେ ମାର ବାଡ଼ି ଯୁବାମଞ୍ଚ ର ସଭାପତି ପଙ୍କଜ ଅଗ୍ରୱାଲ, ସମ୍ପାଦକ ରୋନକ ଅଗ୍ରୱାଲ, କୋଷାଧ୍ୟକ୍ଷ ଡମ୍ବରୁ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, କମଳ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ନାନକ ଅଗ୍ରୱାଲ, ବିବେକ ତାୟଲ, ମଦନ ଅଗ୍ରୱାଲ,ଗଣେଶ ଅଗ୍ରୱାଲ, ପୀୟୂଷ ଅଗ୍ରୱାଲ, ବିକ୍କି ଅଗ୍ରୱାଲ ଓ ଯୁବାମଞ୍ଚ ର ଅନେକ କର୍ମକର୍ତ୍ତା ସାଇକେଲ ରେଲି ରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ